ରାଜ୍ୟରେ ଆହୁରି ବଢିବ ରାତି ତାପମାତ୍ରା
ଓଡ଼ିଆ ନ୍ୟୁଜ୍: ଉପକୂଳ ଓଡ଼ିଶାରେ କମିବ ଶୀତ । ଭୁବନେଶ୍ୱର ସମେତ ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଗୋପାଳପୁରରେ ପାରଦ ୧୫ ଡିଗ୍ରୀ ବା ଏହାଠାରୁ ଅଧିକ ରହିପାରେ । ପାଣିପାଗ ବିଭାଗ ଏହି ଆକଳନ କରିଛି ।…
Read More...
Read More...