ସେୟାର ବଜାରରେ ଝଡ଼!, ଦିନକରେ ଖସିଲା ୧୬୦୦ ସେନସେକ୍ସ

ଶୁକ୍ରବାର ସେୟାର ମାର୍କେଟରେ ଦେଖିବାକୁ ମିଳିଛି ବଡ଼ ଧରଣର ହ୍ରାସ । ଶୁକ୍ରବାର କାରବାରରେ ସାଢ଼େ ୬ ଲକ୍ଷ କୋଟିରୁ ଉଦ୍ଦ୍ୱର୍ ଟଙ୍କାର କ୍ଷତି ହୋଇଛି । ସାତ ମାସ ପରେ ଏହା ସବୁଠୁ ବଡ଼ କ୍ଷତି ବୋଲି କୁହାଯାଉଛି । ଦକ୍ଷିଣ…
Read More...

ଶିଶୁ ଟିକାକରଣରେ ଓଡ଼ିଶା ହେଲା ଦେଶର ନମ୍ବର-୧

କରୋନା ସଂକ୍ରମଣ କମିଥିଲେ ବି ଛାତ୍ରଛାତ୍ରୀମାନେ ଏବେ ବୟସ୍କଙ୍କ ତୁଳନାରେ ଅଧିକ ସଂକ୍ରମିତ ହେଉଛନ୍ତି । ଏହାକୁ ଦୃଷ୍ଟିିରେ ରଖି ଶିଶୁଙ୍କ ଟିକାକରଣକୁ ଜୋରସୋରରେ ଆରମ୍ଭ କରାଯାଇଛି । ଶିଶୁଙ୍କ ଟିକାକରଣରେ ଦେଶର ନମ୍ବର ୧…
Read More...

ପଦାର୍ପଣ ଟେଷ୍ଟରେ ଶତକ ହାସଲ କଲେ ଶ୍ରେୟସ୍, ନ୍ୟୁଜିଲାଣ୍ଡ ବିପକ୍ଷରେ ସ୍ଥାପନ କଲେ ରେକର୍ଡ

ନିଜର ଟେଷ୍ଟ କ୍ୟାରିୟରର ପଦାର୍ପଣ ମ୍ୟାଚରେ ଶତକ ହାସଲ କରିବାର ସୌଭାଗ୍ୟ ଲାଭ କରିଛନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ ଶ୍ରେୟସ୍ ଆୟର । ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିବସରେ ସେ ଏହି କୃତିତ୍ୱ ଅର୍ଜନ କରିଛନ୍ତି…
Read More...

ଆଜିଠାରୁ ବଢ଼ିଲା Vodafone-Idea ରିଚାର୍ଜ ପ୍ଲାନ୍, ଜାଣନ୍ତୁ କେତେ ହେଲା ଡାଟା-କଲିଂ ଖର୍ଚ୍ଚ

ଭୋଡାଫୋନ୍-ଆଇଡିଆ ର ରିଚାର୍ଜ ପ୍ଲାନ୍ ଆଜି ଠାରୁ ବୃଦ୍ଧି ପାଇଛି । ତେଣୁ ଯେଉଁ ମାନେ ଭୋଡାଫୋନ୍ -ଆଇଡିଆକୁ ବ୍ୟବହାର କରୁଛନ୍ତି ସେମାନଙ୍କ ପାଇଁ ଏହା ଜାଣିବା ନିହାତି ଦରକାର । କମ୍ପାନୀ ତରଫରୁ ପ୍ରିପେଡ୍ ପ୍ଲାନ୍ସର ଦମେ୍…
Read More...

ଫାଇନାନ୍ସିଆଲ ଫ୍ରଡ୍ ଉପରେ ଲାଗିବ ଲଗାମ: NPCI ଆଣୁଛି ଏକ ନୂଆ ଟେକ୍ନୋଲୋଜି

ବର୍ତ୍ତମାନ ସମୟରେ ଅନଲାଇନରେ ଫାଇନାନ୍ସିଆଲ ଫ୍ରଡ ବହୁଳ ଭାବେ ବୃଦ୍ଧି ପାଇଛି । ଠକମାନେ ଲୋକଙ୍କଠାରୁ ଅର୍ଥ ହଡ଼ପ କରିବା ପାଇଁ ବିଭିନ୍ନ ପ୍ରକାର ତରିକା ଆପଣାଉଛନ୍ତି । ତେବେ ଏବେ ଏଥିରୁ ସମସ୍ତଙ୍କୁ ନିସ୍ତାର ମିଳିବ ।…
Read More...

ଏଥର ବିଧାନସଭାରେ ହୋହଲ୍ଲା ମନା

ବିଧାନସଭା ଅଧିବେଶନ ପୂର୍ବରୁ ତାଗିଦ କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ବାଚସ୍ପତିଙ୍କ କହିବା ମୁତାବକ, ଗୃହରେ କୌଣସି ବିଧାୟକ ହୋହଲ୍ଲା କରିପାରିବେନି । ପ୍ରଶ୍ନକାଳ ସମୟରେ କେହି ବି ହୋହଲ୍ଲା କରିପାରିବେନି ।…
Read More...

ଆମାଜନ୍, ଫ୍ଲିପକାର୍ଟ ସମେତ ଅନେକ ଇ-କମର୍ସ କମ୍ପାନୀକୁ ଜାରି ହେଲା ନୋଟିସ୍, ବିକ୍ରି କରୁଥିଲେ ନକଲି ପ୍ରେସର୍ କୁକର୍

ସେଣ୍ଟ୍ରାଲ କନଜ୍ୟୁମର୍ ପ୍ରୋଟେକ୍ସନ୍ ଅଥରିଟି(ସିସିପିଏ) ପକ୍ଷରୁ ଇ-କମର୍ସ କମ୍ପାନୀ ଗୁଡ଼ିକୁ ନୋଟିସ୍ ଜାରି କରାଯାଇଛି । ନିର୍ଦ୍ଧାରିତ ମାନକ ଅନୁସାରେ, ପ୍ରେସର୍ କୁକର୍ ବିକ୍ରି କରୁନଥିବାରୁ ନୋଟିସ୍ କରାଯାଇଛି । ସିସିପିଏ…
Read More...

ଆନ୍ଧ୍ରପ୍ରଦେଶରେ ରହିବ ନାହିଁ ଆଉ ୩ଟି ରାଜଧାନୀ, ବିଲ୍ ପ୍ରତ୍ୟାହାର କଲେ ସରକାର

ୟାଇଏସ୍ ଜଗମୋହନଙ୍କ ନେତୃତ୍ୱାଧୀନ ଆନ୍ଧ୍ରପ୍ରଦେଶ ସରକାର ୩ ରାଜଧାନୀ ବିଲକୁ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ କ୍ୟାବିନେଟର ଜରୁରୀକାଳୀନ ବୈଠକ ଡକାଇ ଏହି ନିଷ୍ପତ୍ତି…
Read More...

୪୮ ଘଣ୍ଟା ପରେ ରାଜ୍ୟରେ ବଢ଼ିବ ଶୀତ

ରାଜ୍ୟର ବିଭିନ୍ନ ଅଞ୍ଚଳରେ କୋହଲା ପାଗ ଜାରି ରହିଛି । ୨ ଦିନ ଯାଏଁ ରାତିର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି । ୪୮ ଘଣ୍ଟା ପରେ ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ତଳକୁ ଖସିବାର ସମ୍ଭାବନା ରହିଛି । ୪୮ ଘଣ୍ଟା ପରେ…
Read More...

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନା ସାମିଲ ହେଲା ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲା

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଉଭୟ ଜିଲ୍ଲାର ୧୦ ଲକ୍ଷ ଲେଖାଏ ଲୋକ ଏହି…
Read More...