ଭାରତର ପ୍ରଚଣ୍ଡ ଆକ୍ରମଣକୁ ପାକ୍ ପ୍ରଧାନମନ୍ତ୍ରୀଙ୍କ ସ୍ୱୀକାର

0

ଓଡ଼ିଆ ନ୍ୟୁଜ୍: ସତ ମାନିଲା ପାକିସ୍ତାନ । ଭାରତର ପ୍ରଚଣ୍ଡ ଆକ୍ରମଣକୁ ପାକ୍ ପ୍ରଧାନମନ୍ତ୍ରୀଙ୍କ ସ୍ୱୀକାର । ବାୟୁସେନାର ଆକ୍ରମଣକୁ ମାନିଲେ ସେହୱାଜ ସରିଫ୍ । ନୂର ଖାନ୍ ଏୟାରବେସରେ ମିସାଇଲ୍ ମାଡ଼କୁ ସ୍ୱୀକାର କଲା ପାକିସ୍ତାନ । ଆର୍ମି ମୁଖ୍ୟ ଅସିମ୍ ମୁନିର ରାତି ୨ଟା ୩୦ରେ ଫୋନ୍ କରିଥିଲେ । ଭାରତ ବାଲାଷ୍ଟିକ୍ ମିସାଇଲ ମାଡ଼ କରିଥିବା ଜଣାଇଥିଲେ ।

ପାକିସ୍ତାନର ନୂର ଖାନ୍ ଏୟାରବେସ୍‌ ଓ ଅନ୍ୟ ଅଞ୍ଚଳରେ ଭାରତୀୟ ସେନା ଆକ୍ରମଣ କରିଥିବା ସୂଚନା ଦେଇଥିଲେ । ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଏଭଳି ବୟାନ ଦର୍ଶାଉଛି, ଅପରେସନ ସିନ୍ଦୂରରେ ପାକ୍ ଉପରେ ଜୋରଦାର ଆକ୍ରମଣ କରିଥିଲା ଭାରତ ।

Leave A Reply

Your email address will not be published.