ପୁରୁଷ ବନ୍ଧୁ ପ୍ରମୋଦ ବେହେରା ଗିରଫ

0

ଓଡ଼ିଆ ନ୍ୟୁଜ୍: ପଟ୍ଟାମୁଣ୍ଡାଇ ଯୁବତୀ ମୃତ୍ୟୁ ଘଟଣାରେ ପୁରୁଷ ବନ୍ଧୁ ପ୍ରମୋଦ ବେହେରା ଗିରଫ। ପୁରୁଷ ବନ୍ଧୁ ପ୍ରମୋଦ ବେହେରା ଗିରଫ ନେଇ କେନ୍ଦ୍ରାପଡ଼ା ଏସ୍‌ପିଙ୍କ ସୂଚନା। ମୃତ ଯୁବତୀଙ୍କ ଅଶ୍ଳୀଳ ଫଟୋ ପ୍ରମୋଦଙ୍କ ମୋବାଇଲରୁ ମିଳିଛି: ଏସ୍‌ପି। ‘ଘଟଣାର କିଛି ସମୟ ପୂର୍ବରୁ ଯୁବତୀଙ୍କ ସହ କଥା ହୋଇଥିଲେ ପ୍ରମୋଦ’। ‘ଜୁଲାଇ ୧୭ରେ ଅଶ୍ଳୀଳ ଭିଡିଓ ଯୁବତୀଙ୍କ ବାପାଙ୍କ ପାଖକୁ ପଠାଇଥିଲେ’।

ଆଉ ୨ ଜଣଙ୍କ ମୋବାଇଲକୁ ମଧ୍ୟ ଭାଇରାଲ୍ ଉଦ୍ଦେଶ୍ୟରେ ପଠାଇଥିଲେ’। ‘କାଠିଆପଡ଼ାରେ ଲାଗିଥିବା ସିସିଟିଭିରୁ ଆଉ କିଛି ତଥ୍ୟ ହସ୍ତଗତ ହୋଇଛି’। ‘ମୃତ ଯୁବତୀଙ୍କ ବାପା ଘରୁ ଯିବା ଓ ଫେରିବାର ଦୃଶ୍ୟ ହସ୍ତଗତ ହୋଇଛି’। ‘ସେହିଦିନ ୧୧ଟା ୪୦ ବେଳେ ଗାଁ ଲୋକଙ୍କ ଧାଁ ଦୌଡ଼ ସାମ୍ନାକୁ ଆସିଛି’।

Leave A Reply

Your email address will not be published.