ପୀତବାସଙ୍କ ପୁଅକୁ ଆସିଥିଲା ଧମକପୂର୍ଣ୍ଣ କଲ୍‌

0

ଓଡ଼ିଆ ନ୍ୟୁଜ୍: କ୍ରାଇମ ସିନ୍‌ ରିକ୍ରିଏସନକୁ ନେଇ ପୀତବାସଙ୍କ ସାନଭାଇଙ୍କ ପ୍ରତିକ୍ରିୟା।‘୭/୮ ଦିନ ପୂର୍ବରୁ ଧମକପୂର୍ଣ୍ଣ କଲ୍‌ ଆସିଥିଲା’।‘ପୁତୁରା ମୋବାଇଲ୍‌କୁ ଧମକପୂର୍ଣ୍ଣ କଲ୍‌ ଆସିଥିଲା’।‘ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦେଇଥିଲେ’।‘ଆମେ ମଧ୍ୟ ଏନେଇ ପୋଲିସକୁ ଅବଗତ କରିଥିଲୁ’।

ଯେଉଁମାନେ ମାରିଛନ୍ତି, ସେମାନଙ୍କୁ ମୋହରା ବନା ଯାଇଛି।‘ଯେଉଁମାନେ ଆଜି ଜେଲ୍‌ ଭିତରେ ଅଛନ୍ତି, ସେମାନେ ମୋହରା କରିଥିବେ’।‘ଜେଲ୍‌ରେ ଯେଉଁମାନେ ଅଛନ୍ତି ସେମାନଙ୍କ ସହ ଭାଇଙ୍କର ୩୫ ବର୍ଷର ସମ୍ପର୍କ’।ଏହି ସମ୍ପର୍କ ଭିତରେ ଭାଇ କେବେ ମଣିଷ ମାରିବା ଶିଖାଇ ନ ଥିବେ’।‘କିଏ କାହାର ରାଜନୈତିକ ଶତ୍ରୁ ହୋଇପାରନ୍ତି, କଣ ମଣିଷ ମାରିଦେବେ’।‘ବ୍ରହ୍ମପୁର ଜନସାଧାରଣ ସେମାନଙ୍କୁ ଭଲ ଭାବେ ଜାଣି ସାରିଲେଣି’।

Leave A Reply

Your email address will not be published.