କୋର୍ଟରେ ହାଜର ହେଲେନି ପୀୟୂଷ

0

ଓଡ଼ିଆ ନ୍ୟୁଜ୍: ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀଙ୍କୁ ମଞ୍ଚ ମନା ପ୍ରସଙ୍ଗ। ଭୁବନେଶ୍ୱର କୋର୍ଟରେ ବ୍ୟକ୍ତିଗତ ହାଜର ହେଲେନି ପୀୟୂଷ।ଓକିଲଙ୍କ ଜରିଆରେ ପୀୟୂଷ କୋର୍ଟରେ ରଖିଲେ ପକ୍ଷ। ଭୁବନେଶ୍ୱର କୋର୍ଟରେ ହାଜର ହେଲେନି ଜଲିଉଡର ଚର୍ଚ୍ଚିତ ଅଭିନେତା ପୀୟୂଷ ତ୍ରିପାଠୀ । ଆଇନଜୀବୀଙ୍କ ଜରିଆରେ କୋର୍ଟରେ ରଖିଲେ ପକ୍ଷ ।

ଭୁବନେଶ୍ବର ସିଭିଲ କୋର୍ଟ ଜୁନିଅର ଡିଭିଜନ କୋର୍ଟରେ ପକ୍ଷ ରଖିଲେ ଆଇନଜୀବୀ ବିଭୁ ତ୍ରିପାଠୀ । କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ହାଜର ହୋଇ ପକ୍ଷ ରଖିବା ପାଇଁ ରହିଥିଲା ନିର୍ଦେଶ । ଯାତ୍ରା ସୂର୍ଯମନ୍ଦିର ମାଲିକ ଆଣିଥିଲେ ଚୁକ୍ତି ଖିଲାପର ସାଙ୍ଘାତିକ ଅଭିଯୋଗ। ସମିର ତ୍ରିପାଠୀ ଙ୍କ ପକ୍ଷରୁ ଦାଖଲ ହୋଇଥିଲା ଇନଜକ୍ସନ ପିଟିସନ।

Leave A Reply

Your email address will not be published.