ଆବାସ ଦିବସ ପାଳିବେ ସରକାର

0

ଓଡ଼ିଆ ନ୍ୟୁଜ୍: ଆବାସ ଦିବସ ପାଳନ କରିବେ ରାଜ୍ୟ ସରକାର।ପ୍ରତି ଜିଲ୍ଲା, ପୌରସଂସ୍ଥାରେ ଆୟୋଜନ ହେବ ପ୍ରଧାନମନ୍ତ୍ରୀ ଆବାସ ମେଳା। ସବୁ ଜିଲ୍ଲପାଳଙ୍କୁ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଚିଠି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ ୧୭ ତାରିଖରୁ ୨ଟି ପର୍ଯ୍ୟାୟରେ ଚାଲିବ।

ସେପ୍ଟେମ୍ବର ୧୭ରୁ ଦୁଇଟି ପର୍ଯ୍ୟାୟରେ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଚାଲିବ।ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୧୬ ଯାଏଁ ୱାର୍ଡ ସ୍ତରୀୟ ଶିବିର ଆୟୋଜନ ହେବ। ଅକ୍ଟୋବର ୧୬ରୁ ୩୧ ଯାଏଁ ପ୍ରତ୍ୟେକ ଜିଲ୍ଲାରେ ହେବ PM ଆବାସ ମେଳା।

Leave A Reply

Your email address will not be published.