ବରିଷ୍ଠ ପୋଲିସ ଅଧିକାରୀଙ୍କ ନାମରେ ମାମଲା ରୁଜୁ

0

ତେଲେଙ୍ଗାନାର ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ପୁଅ ଲଣ୍ଡନରୁ ଫେରିଥିବା କଥା ସେ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଲୁଚାଇଥିଲେ l ପରମୁହୂର୍ତ୍ତରେ ତାଙ୍କ ପୁଅ କରୋନା ଭାଇରସ୍ ଦ୍ଵାରା ଆକ୍ରାନ୍ତ ଥିବା ପରୀକ୍ଷାରୁ ଜଣାପଡ଼ିଥିଲା l ପାଚିକା ଙ୍କ ସମେତ ନିଜେ ପୋଲିସ ଅଧିକାରୀ ଏହି ମହାମାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି l ବିଦେଶ ଫେରନ୍ତାଙ୍କ ସମ୍ଵନ୍ଧରେ ସ୍ୱାସ୍ଥ୍ୟ କତୃପକ୍ଷଙ୍କୁ ଜଣାଇବା ବାଧ୍ୟତା ମୂଳକ ଥିଲା l ତେବେ ନିଜେ ଡେପୁଟି ପୋଲିସ ସୁପରିଟେଣ୍ଡେଣ୍ଟ୍ ତାହା କରିନଥିଲେ l କେତେକ ସାମାଜିକ ଉତ୍ସବରେ ଯୋଗଦେଇଥିଲେ l ଏହି ଅଭିଯୋଗ କ୍ରମେ ଡିଏସପିଙ୍କୁ ଆଇପିସି ଧାରା 188ରେ ବୁକ କରାଯାଇଛି l

Leave A Reply

Your email address will not be published.