ୟୁନିଟ 1 ହାଟ ରାଜମହଲକୁ ସ୍ଥାନାନ୍ତର

0

ସାମାଜିକ ଦୂରତା ଲାଗି ଭୁବନେଶ୍ବର ମହାନଗର ନିଗମ ଏକ ବଡ ପଦକ୍ଷେପ ନେଇଛି l ଏଜି ଛକରେ ଥିବା 1 ନମ୍ବର ପାରିବା ହlଟ କୁ ଅସ୍ଥାୟୀ ଭାବେ ରାଜମହଲ ଛକ କୁ ସ୍ଥାନାନ୍ତର କରାଯାଇଛି l ଭୁବନେଶ୍ବର ମହାନଗର ନିଗମ 45 ଦିନ ପାଇଁ ଏହି ହାଟକୁ ସ୍ଥାନାନ୍ତର କରିବାକୁ ନିର୍ଦେଶ ଦେଇଛନ୍ତି l ସାମାଜିକ ଦୂରତା ପାଇଁ ଅସ୍ଥାୟୀ ଭାବେ ଏକ ନମ୍ବର ପାରିବା ବ୍ୟବସାୟୀ ରାଜମହଲରେ ବ୍ୟବସାୟ କରିବେ l ନିର୍ଦ୍ଧାରିତ ଦୂରତା ମଧ୍ୟରେ ରହି ଜିନିଷ କିଣାବିକା କରିବାକୁ BMC ତରଫରୁ ନିର୍ଦ୍ଦେଶ ଦିଆଯାଇଛି l

Leave A Reply

Your email address will not be published.