OTT ପର୍ଣ୍ଣ ଆପ୍ (Porn App) HotHit ଏବଂ Hotshots ରୁ ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିଲେ ରାଜ କୁନ୍ଦ୍ରା
ବ୍ୟବସାୟୀ ରାଜ କୁନ୍ଦ୍ରା HotHit App ରୁ ପ୍ରତେକ ଦିନ 9.65 ଲକ୍ଷ ଟଙ୍କା ତାଙ୍କ ବ୍ୟାଙ୍କ ଆକାଉଣ୍ଟ କୁ ଆସୁଥିଲା | ଫେବୃଆରୀରେ ପୋଲିସ୍ ଦ୍ୱାରା ପର୍ଣ୍ଣ (Porn) ରାକେଟ୍ ଧରାଯିବା ପୂର୍ବରୁ ରାଜ କୁନ୍ଦ୍ରା ଫେବୃଆରୀ 3 ରେ HotHit ରୁ 2.7 ଲକ୍ଷ ଟଙ୍କା ରୋଜଗାର କରିଥିଲେ। Google Playstore ରେ HotHit Porn App “ଶ୍ରେଷ୍ଠ ଭାରତୀୟ ଚଳଚ୍ଚିତ୍ର ଏବଂ ୱେବ୍ ସିରିଜ୍” ନାମ ରେ ନାମିତ ଅଛି | ଆପଣଙ୍କର ସନ୍ଧାନ HotHit Movies and Originals ରେ ଶେଷ ହେବ| ଭିଡିଓ ବିଷୟବସ୍ତୁ ଦେଖିବା ପାଇଁ ଆପଣଙ୍କୁ ନିମ୍ନଲିଖିତ ଯୋଜନା ମଧ୍ୟରୁ ଗୋଟିଏ ପ୍ଲାନ ସବସ୍କ୍ରାଇବ କରିବାକୁ ପଡିବ | Paykun Payment ପଦ୍ଧତି ରେ ପେମେଣ୍ଟ କରନ୍ତୁ ଏବଂ ତତକ୍ଷଣାତ୍ ଭିଡିଓ ବିଷୟବସ୍ତୁ ଦେଖିନ୍ତୁ | ଏଥିରେ ବିଭିନ୍ନ ପ୍ରକାରର ସବସ୍କ୍ରିପସନ୍ ମଧ୍ୟ ରହିଛି ଯେପରିକି ପ୍ରିମିୟମ୍ 28 ଦିନ ଫୁଲ୍ HD ପାଇଁ 199 ଟଙ୍କା | 45 ଦିନ ଫୁଲ୍ HD ସିନେମାଟିକ୍ ପାଇଁ 249 ଟଙ୍କା | ବର୍ଣ୍ଣନାରେ ଆହୁରି ଲେଖା ଅଛି, ଆମର ସମସ୍ତ ପ୍ରକାରର ଭାରତୀୟ ଚଳଚ୍ଚିତ୍ର, ଛୋଟ ଫିଲ୍ମ, ଭିଡିଓ, ଏବଂ ୱେବ୍ ସିରିଜର ସର୍ବୋତ୍ତମ ସଂଗ୍ରହନ ରହିଛି । ଆମର OTT ସବସ୍କ୍ରିପସନ୍ ନିଅନ୍ତୁ ଏବଂ ପ୍ରତିମାସରେ ଅସୀମିତ ଭିଡିଓ ଉପଭୋଗ ର ସୁଯୋଗ ଉଠାନ୍ତୁ | ଆଜି ହିଁ ମନୋରଞ୍ଜନ ଏବଂ ରୋଲର୍କୋଷ୍ଟ ରାଇଡ୍ ର ଭରପୁର ମଜା ନିଅନ୍ତୁ | US ଲୋକମାନଙ୍କ ପାଇଁ HotHit App ଏକ ଅନଲାଇନ୍ ଷ୍ଟ୍ରିମିଂ ପ୍ଲାଟଫର୍ମ ଯେଉଁଠାରେ ଆପଣ ଶହ ଶହ adult ଚଳଚ୍ଚିତ୍ର ଏବଂ ହିନ୍ଦୀ ୱେବସାଇରି ଉପଭୋଗ କରିପାରିବେ | ଆଜି ର ସମୟ ରେ ଚାପ ମୁକ୍ତ ରହିବ ପାଇଁ ସମସ୍ତଙ୍କୁ କିଛି ନ କିଛି ଦରକାର ପଡି ଥାଏ | ଆମେ ଆପଣଙ୍କ ପାଇଁ ଡବଲ୍ ଅର୍ଥ ପ୍ରକାଶ କରୁଥିବା ଥଟ୍ଟା ମଜା , ପ୍ରେମ ପ୍ରୀତି ଦୃଶ୍ୟରେ ପରିପୂର୍ଣ୍ଣ adult ଚଳଚ୍ଚିତ୍ର ରଖିଛୁ | ୟା ଠାରୁ ଆନନ୍ଦ ଦାୟକ ଆଉ କିଛି ନାହିଁ | ଏହିପରି HotHit App ରେ ବର୍ଣ୍ଣନା ହୋଇଛି |
ମୁମ୍ବାଇର କ୍ରାଇମ ବ୍ରାଞ୍ଚ ଅନୁସାରେ ରାଜ କୁନ୍ଦ୍ରା ଏବଂ ତାଙ୍କ brother-in-law ପ୍ରଦୀପ ବକ୍ସିଙ୍କ ଦୁଇଟି କମ୍ପାନୀରେ ‘ହଟଶଟ ଡିଜିଟାଲ ଏଣ୍ଟରଟେନମେଣ୍ଟ’ ନାମକ ଏକ ମୋବାଇଲ ଆପ୍ ଥିଲା ଯାହା କେନ୍ରିନ୍ ଲିମିଟେଡ୍ ଦ୍ୱାରା ତିଆରି କରଯାଇଥିଲା | HotHit ଏବଂ Hotshots App ବିବାଦର କେନ୍ଦ୍ରରେ ରହିଛି ଯିଏକି ଅଶ୍ଳୀଳ ବିଷୟବସ୍ତୁ ପ୍ରଦାନ କରିଥାଏ | ମାତ୍ର ଭାରତରେ ପର୍ଣ୍ଣୋଗ୍ରାଫି ନିଷେଧ | ଫେବୃଆରୀରେ ପୋଲିସ୍ ପର୍ଣ୍ଣ (Porn) ରାକେଟ୍ ଜବତ କରିବା ପୂର୍ବରୁ କୁଣ୍ଡ୍ରାଙ୍କୁ ଫେବୃଆରୀ 3 ରେ HotHit App ଠାରୁ 2.7 ଲକ୍ଷ ଟଙ୍କା ମିଳିଥିଲା। ସେହିଭଳି ସେ ଜାନୁଆରୀ 23 ରେ 95,000 ଟଙ୍କା , ଜାନୁଆରୀ 20 ରେ 1 ଲକ୍ଷ ଟଙ୍କା , ଜାନୁଆରୀ 13 ରେ 2 ଲକ୍ଷ ଟଙ୍କା ଏବଂ ଜାନୁଆରୀ 10 ରେ 3 ଲକ୍ଷ ଟଙ୍କା ପାଇଥିଲେ |