୧୬ ବର୍ଷରେ ମୁସଲମାନ୍ ଝିଅଙ୍କ ବିବାହକୁ ବୈଧ କହିଲେ ପଞ୍ଜାବ-ହରିୟାଣା ହାଇକୋର୍ଟ

0

ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍‌): ୧୬ ବର୍ଷରେ ମୁସଲମାନ୍ ଝିଅଙ୍କ ବିବାହକୁ ବୈଧ କହିଲେ ପଞ୍ଜାବ-ହରିୟାଣା ହାଇକୋର୍ଟ । ଶରିଆ ଆଇନ ଅନୁସାରେ ଏଣିକି ୧୬ ବର୍ଷରେ ବିବାହ କରିପାରିବେ ମୁସଲମାନ୍ ଝିଅ । ପଠାନକୋଟର ଏକ ମୁସଲମାନ୍ ଦମ୍ପତ୍ତିଙ୍କ ଆବେଦନର ଶୁଣାଣି କରି ଏହି ରାୟ ଦେଇଛନ୍ତି କୋର୍ଟ। ଇସଲାମିକ୍ ଶରିଆ ଆଇନ୍ ଅନୁସାରେ, ମୁସଲିମ୍ ପର୍ସନାଲ ଲ’କୁ ମାନିବାକୁ ହେବ । କୋର୍ଟ ଆହୁରି ମଧ୍ୟ କହିଛନ୍ତି ବିବାହ କରିଥିବା ୧୬ ବର୍ଷର ଝିଅ ଓ ୨୧ ବର୍ଷର ପୁଅକୁ ସୁରକ୍ଷା ଯୋଗାଇ ଦେବେ। ଜଷ୍ଟିସ୍ ଜସଜିତ୍ ସିଂ ବେଦୀଙ୍କ ଜଣିକିଆ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି ।

Leave A Reply

Your email address will not be published.