ଶ୍ରୀମନ୍ଦିରରେ ଗରମ ଡାଲି ପଡ଼ି ୭ ଭକ୍ତ ଆହତ

0

ଓଡ଼ିଆ ନ୍ୟୁଜ୍: ଶ୍ରୀମନ୍ଦିରରେ ଅଘଟଣ, ଗରମ ଡାଲି ପଡ଼ି ୭ ଭକ୍ତ ଆହତ। ଭୋଗ ମଣ୍ଡପ ଉଠିବା ପରେ ବୋଝିଆଙ୍କ ଅସାବଧାନତା ଯୋଗୁଁ ତତଲା ଡାଲି ପଡି ୭ ଭକ୍ତ ଆହତ ହୋଇଛନ୍ତି ।

ଭୋଗ ନେଇ ଆସୁଥିବା ବେଳେ ଭକ୍ତଙ୍କ ଉପରେ ଗରମ ଡାଲି ପଡ଼ିଯାଇଥିଲା । ଫଳରେ ୭ ଶ୍ରଦ୍ଧାଳୁ ଆହତ ଅଛନ୍ତି । ଆହତ ଭକ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଛି । ଭକ୍ତମାନେ ନୟାଗଡ ଅଂଚଳର ବୋଲି ଜଣାପଡିଛି ।

Leave A Reply

Your email address will not be published.