ଅଧାରେ ବାରେ ଅଟକିଲା ହୀରାଖଣ୍ଡ

0

ଓଡ଼ିଆ ନ୍ୟୁଜ୍: ଅଧାରେ ଅଟକିଲା ହୀରାଖଣ୍ଡ ଏକ୍ସପ୍ରେସ।ଜଗଦଲପୁର-ଭୁବନେଶ୍ବର ଯାଉଥିବା ହୀରାଖଣ୍ଡ ଏକ୍ସପ୍ରେସ୍‌ ଅଧାରେ ଅଟକିଲାଜଗଦଲପୁର ଛାଡ଼ିବା ପରେ ଆମଗୁଡ଼ାରେ ଅଟକି ରହିଛି।ବଗିରୁ ବଗି ଅଲଗା ହୋଇଯିବାରୁ ଅଧାରେ ଅଟକି ରହିଛି। ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା। ମରାମତିକୁ ଯାତ୍ରୀଙ୍କ ଅପେକ୍ଷା।

Leave A Reply

Your email address will not be published.