ଓଡ଼ିଆ ନ୍ୟୁଜ୍: ପାଟ୍ନାରୁ ପୁରୀକୁ ସଂଯୋଗ କରିବ ସାପ୍ତାହିକ ପୂଜା ସ୍ୱତନ୍ତ୍ର ଟ୍ରେନ୍।ପାର୍ବଣ ଋତୁରେ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ନିଷ୍ପତ୍ତି।ପାଟ୍ନାରୁ ଅଗଷ୍ଟ୨୮ରୁ ଡିସେମ୍ବର ୨୫ ପର୍ଯ୍ୟନ୍ତ ପ୍ରତି ଗୁରୁବାର ଚଳାଚଳ କରିବ।ଅଗଷ୍ଟ ୨୯ରୁ ଡିସେମ୍ବର ୨୬ ପର୍ଯ୍ୟନ୍ତ ପ୍ରତି ଶୁକ୍ରବାର ଚଳାଚଳ କରିବ।ସାପ୍ତାହିକ ପୂଜା ସ୍ପେଶାଲ୍ ମୋଟ୍ ୨୧ଟି ଷ୍ଟେସନରେ ରହଣି କରିବ।
ପୂଜା ପାଇଁ ପାଟ୍ନାରୁ ଅଗଷ୍ଟ୨୮ରୁ ଡିସେମ୍ବର ୨୫ ପର୍ଯ୍ୟନ୍ତ ପ୍ରତି ଗୁରୁବାର ଏହି ଟ୍ରେନ୍ ଚଳାଚଳ କରିବ ବୋଲି ସୂଚନା ମିଳିଛି। ସାପ୍ତାହିକ ସ୍ବତନ୍ତ୍ର ପୂଜା ଟ୍ରେନ ୨୧ଟି ଷ୍ଟେସନରେ ରହଣି କରିବ।