ଏନଏସି ଘୋଷଣା ଦାବିରେ ବିଜେଡିର ବନ୍ଦ ଡାକରା

0

ଓଡ଼ିଆ ନ୍ୟୁଜ୍: ବିଜେଡି ପକ୍ଷରୁ ୮ ଘଣ୍ଟିଆ ସାଲେପୁର ବନ୍ଦ ପାଳନ । ସାଲେପୁରକୁ ଏନଏସି ଘୋଷଣା ଦାବିରେ ବିଜେଡିର ବନ୍ଦ ଡାକରା । ଆଜି ୮ ଘଣ୍ଟିଆ ସାଲେପୁର ବନ୍ଦ ଡାକରା । ସାଲେପୁର ବିଜୁ ଜନତା ଦଳ ପକ୍ଷରୁ ଆଜି ସାଲେପୁର ବନ୍ଦ ଡାକରା ଦିଆଯାଇଛି । ଆଜି ସକାଳ ୬ ଟାରୁ ଦିନ ୨ଟା ପର୍ୟ୍ୟନ୍ତ ଏହି ବନ୍ଦ ଡାକରା ଦେଇଛି ଦଳ ।

ରାଜ୍ୟ ସରକାରଙ୍କ ବିରୋଧରେ ବିଧାୟକଙ୍କ ସହ ବହୁ କର୍ମୀ ଓ ସାଧାରାଣ ଲୋକମଧ୍ୟ ଏହି ବନ୍ଦରେ ସାମିଲ ହୋଇ ନାରାବାଜି କରୁଛନ୍ତି । ସାଲେପୁର ସହରରେ ଦୋକାନ ବଜାର, ଗାଡ଼ି ଚଳାଚଳ ବନ୍ଦ । କଟକ-ଚାନ୍ଦବାଲି ରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

Leave A Reply

Your email address will not be published.