ମୁନ୍ ମିଶନରେ ଓଡ଼ିଆ ଝିଅ ସଞ୍ଜନା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ମୁନ୍ ମିଶନରେ ଓଡ଼ିଆ ଝିଅ ସଞ୍ଜନା ନାୟକ।  ମହାକାଶ ବିଜ୍ଞାନୀ ସଞ୍ଜନା ନାୟକ ବାଲେଶ୍ୱର ଜିଲ୍ଲା ବେତଡ଼ା ଗାଁର ନିବାସୀ । ପ୍ରତ୍ୟେକ୍ଷରେ ନହେଲେ ବି ପରୋକ୍ଷରେ ସେ ଚନ୍ଦ୍ରଯାନ-୩ ଅଭିଯାନ ପାଇଁ କାମ କରିଛନ୍ତି । ସଂଜନା ନାୟକ ଦିଲ୍ଲୀ ସ୍ଥିତ ସ୍ପେସ୍ ଇଣ୍ଡିଆ କମ୍ପାନୀରେ ବୈଜ୍ଞାନିକ ଭାବେ କାର୍ଯ୍ୟରତ ଅଛନ୍ତି । ଆଉ ଏହି କମ୍ପାନୀ ଇସ୍ରୋ ପାଇଁ କାମ କରେ ।

Leave A Reply

Your email address will not be published.