ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ସହ ସାମୟିକ ଡିଲ୍ ହୋଇଛି: ସଂତୃପ ମିଶ୍ର

0

ଓଡ଼ିଆ ନ୍ୟୁଜ୍: ବିଜେଡିର ରାଜ୍ୟସଭା ପ୍ରାର୍ଥୀ ସଂତୃପ୍ତ ମିଶ୍ରଙ୍କ ବଡ ବୟାନ । ରାଜ୍ୟସଭା ନିର୍ବାଚନକୁ ନେଇ ପ୍ରାର୍ଥୀ ସଂତୃପ୍ତ ମିଶ୍ରଙ୍କ ବଡ଼ ବୟାନ । ସେ କହିଛନ୍ତି ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ସହ ସାମୟିକ ଡିଲ୍ ହୋଇଛି କହିଲେ । କଂଗ୍ରେସ ଏକାକୀ ପ୍ରାର୍ଥୀ ଦେଇ ରାଜ୍ୟସଭା ପଠାଇ ପାରିବନି । ତେଣୁ ସେମାନେ ନବୀନ ପଟ୍ଟନାୟକଙ୍କ ପ୍ରାର୍ଥୀକୁ ସମର୍ଥନ କଲେ’ ।

କେବଳ ରାଜ୍ୟସଭା ନିର୍ବାଚନ ପାଇଁ ଲିମିଟେଡ ସମୟ ପାଇଁ କଂଗ୍ରେସ ସହ ଆମର ବୁଝାବଣା ହୋଇଛି । ଉଭୟ ଦଳ ବିଚାର କଲା କି ଆମର ଭୋଟ ବଞ୍ଚୁ ଥିବାରୁ ଆମେ ପ୍ରାଥୀ ଦେବା । ତେଣୁ ନବୀନ ପଟ୍ଟନାୟକ ପ୍ରାଥୀକୁ ଚୟନ କଲେ କଂଗ୍ରେସ ସମର୍ଥନ ଦେଲା । କାହିଁକି ନା ସେମାନେ ଏକାକି ପ୍ରାଥୀ ଦେଇ ରାଜ୍ୟସଭା ପଠାଇ ପରି ନଥାନ୍ତେ ତେଣୁ ଆମର ବଳକା ଭୋଟ ମଧ୍ୟ ଦେଇ ଜଣେ ଯୋଗ୍ୟ ବ୍ୟକ୍ତିକୁ ରାଜ୍ୟସଭା ପଠାଇବୁ।

Leave A Reply

Your email address will not be published.