କାହାକୁ ଶ୍ରୀମୟୀଙ୍କ ନେପୋଟିଜମ୍‌ ନିଶାନା

0

ଓଡ଼ିଆ ନ୍ୟୁଜ୍: ବିଜେଡିରୁ ନିଲମ୍ବିତ ଶ୍ରୀମୟୀ ମିଶ୍ରଙ୍କ ‘ନେପୋଟିଜମ୍‌’ ନିଶାନା। ରାଜନେତାଙ୍କ ନାଁ ନ ନେଇଥିଲେ ବି ଅଣଦେଖା ନେଇ ରୋଷ ବଖାଣିଲେ। ଯାହା ଯୋଗ୍ୟତା ଓ ପ୍ରତିଭାକୁ ଅଣଦେଖା କରି ବ୍ୟକ୍ତିଗତ ସମ୍ପର୍କକୁ ଅଗ୍ରାଧିକାର ଦିଏ। ଏହା ରାଜନୀତି, ଶିକ୍ଷା, ଚାକିରିରେ ପ୍ରକୃତ ହକ୍‌ଦାରଙ୍କୁ ବଞ୍ଚିତ କରିଛି। ଯେଉଁମାନେ ଆଗକୁ ଯିବାକୁ ହକ୍‌ଦାର ନେପୋଟିଜମ ପାଇଁ ପଛରେ। ଏହା ସମାଜରେ ଅସନ୍ତୋଷ ଓ ଅସମାନତାକୁ ମଧ୍ୟ ବୃଦ୍ଧି କରେ।କାହାଦ୍ବାରା କିଏ ‘ନେପୋଟିଜମ୍‌’ର ଶିକାର ତାହା ସ୍ପଷ୍ଟ କରି ନାହାନ୍ତି ଶ୍ରୀମୟୀ।

Leave A Reply

Your email address will not be published.