ଏକ ମାସ ବିତି ଯାଇଥିଲେ ମଧ୍ୟ ବାଲିଅନ୍ତାର ସୀମା ସାହୁଙ୍କ ମୃତ୍ୟ ଘଟଣାରୁ ହଟୁନି ପରଦା, ଥାନା ଘେରିଲେ ପରିବାର ଲୋକେ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ସୀମା ସାହୁଙ୍କ ଆତ୍ମହତ୍ୟା ଘଟଣା। ଏବେବି ସନ୍ଦେହ ଘେରରେ ରହିଛି। ୟାଭିତରେ ଏକ ମାସ ବିତି ଯାଇଥିଲେ ମଧ୍ୟ। ସୀମା ସାହୁଙ୍କ ମୃତ୍ୟ ଘଟଣାରୁ ପରଦା ହଟୁନି। ଆଜି ଏହାକୁ ନେଇ ମୃତ ସୀମାଙ୍କ ପରିବାର ଲୋକ ବାଲିଅନ୍ତା ଥାନା ଘେରାଓ କରିଛନ୍ତି। ସୀମାଙ୍କ ଘର ଲୋକ ଝିଅ ବାପ ଘର ଝାରଖଣ୍ଡ ହାତା ଅଞ୍ଚଳରେ। ସୀମା ବିବାହ କରିଥିଲେ ଅନୁଗୁଳରେ।

୨୦୧୩ମସିହାରେ ସୀମା ଅନୁଗୁଳର ଆକାଶ ମାହାରଣାଙ୍କୁ ବିବାହ କରିଥିଲେ।ଅଭିଯୋଗ ନେଇ ବାଲିଅନ୍ତା ଥାନା ଘେରିଲେ ଝିୟର ପରିବାର ଲୋକ!! ସୂଚନା ଥାଉକି ଝାଡ଼ଖଣ୍ଡ ଅଞ୍ଚଳର ସୀମା ସାହୁ ବାଲିଅନ୍ତା ଅଞ୍ଚଳରେ ରହୁଥିଲେ! ତେବେ ଏକ ମାସ ତଳେ ସନ୍ଦେହ ଜଣଙ୍କ ଅବସ୍ଥାରେ ସୀମା ଙ୍କ ମୃତଦେହ ଉଦ୍ଧାର କରିଥିଲା ବାଲିଅନ୍ତା ପୋଲିସ! ଏହାକୁ ହତ୍ୟା ବୋଲି ଝିଅ ର ପରିବାର ଲୋକ ଅଭିଯୋଗ କରିଛନ୍ତି! ଅଭିଯୁକ୍ତ କୁ ଗିରଫ ଦାବି ନେଇ ଆଜି ବାଲିଅନ୍ତା ଥାନା ଘେରାଉ କରିଛନ୍ତି ପରିବାର ଲୋକ!

Leave A Reply

Your email address will not be published.