ଓଡ଼ିଆ ନ୍ୟୁଜ୍: ଶ୍ରୀମନ୍ଦିର ପରିଚାଳନା କମିଟିର ପ୍ରଥମ ବୈଠକ ଶେଷ।ପରିଚାଳନା କମିଟି ବୈଠକ ଶେଷରେ ମୁଖ୍ୟ ପ୍ରଶାସକଙ୍କ ସୂଚନା।ଏକାଧିକ ସବ୍କମିଟି ଗଠନ ହୋଇଥିବା ନେଇ ଦେଲେ ସୂଚନା।ଶ୍ରୀମନ୍ଦିର ସୁରକ୍ଷା ନେଇ ସବ୍କମିଟି ଗଠନ ହୋଇଛି କହିଲେ।ଗିରିଶ ଚନ୍ଦ୍ର ମୁର୍ମୁଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ନେଇ ସବ୍କମିଟି ଗଠନ। ସେବକ କଲ୍ୟାଣ ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସବ୍କମିଟି ଗଠନ।୧୪ଟି ସବକମିଟି ଗଠନ ହୋଇଛି। ଅର୍ଥନୀତି,ରତ୍ନଭଣ୍ଡାର, ଅପିଲ୍ ସବକମିଟି ଗଠନ କରାଗଲା। ପ୍ରଥମଥର ପାଇଁ ଶ୍ରୀମନ୍ଦିର ସୁରକ୍ଷା ନେଇ ନୂତନ ସବକମିଟି ଗଠନ। ଗିରିଶ୍ ମୁର୍ମୁ ଅଧକ୍ଷ,ଜିଲ୍ଲାପାଳ, ଏସପି,ସେବାୟତ ମାନେ ସଦସ୍ୟ ରହିବେ। ପ୍ରତ୍ୟକ କମିଟିରେ ପରିଚାଳନା କମିଟିର ସଭ୍ୟ ରହିଛନ୍ତି।
ଶ୍ରୀଜଗନ୍ନାଥ ତତ୍ୱ ଗବେଷଣା ଓ ପ୍ରକାଶନ ସବକମିଟି ଗଠନ ହେଲା। ସେବକ କଲ୍ୟାଣ ପାଇଁ ମଧ୍ୟ ସବକମିଟି। ଜିଲ୍ଲାପାଳ ଅଧ୍ୟକ୍ଷ,ଏସପି ସଦସ୍ୟ, ଅତରିକ୍ତ ମୁଖ୍ୟ ଶାସନ ସଚିବ ସଦସ୍ୟ, କିଛି ସେବାୟତ ସଦସ୍ୟ ରହିବେ। ଭୂମି ସବକମିଟି ବା ଲ୍ୟାଣ୍ଡ ସବକମିଟି ଗଠନ ହୋଇଛି। ଏଥିରେ ମୁଖ୍ୟ ପ୍ରଶାସକ ଅଧ୍ୟକ୍ଷ,ଜିଲ୍ଲାପାଳ, ଦେବୋତ୍ତର କମିସନର ସଦସ୍ୟ ରହିବେ। ପ୍ରକଳ୍ପ ସାଂସ୍କୃତିକ ସବକମିଟି ଗଠନ। ଯାହାକିଛି କାରୁକାର୍ଯ୍ୟ ହେଉଛି,ଗଜପତି ମହାରାଜା ଅଧ୍ୟକ୍ଷ,ଅନ୍ୟମାନେ ସହ ମନୋନୀତ ସଦସ୍ୟ ରହିବେ।