ବାଲୁକା କଳାରେ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ବାଲୁକା କଳାରେ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଲେ ଅନ୍ତର୍ଜାତୀୟ ବାଲୁକା ଶୁଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ୭୭ତମ ସ୍ବାଧୀନତା ଦିବସ ଅବସରରେ ପୁରୀ ବେଳାଭୂମିରେ ସୁନ୍ଦର ବାଲୁକା କଳା ନିର୍ମାଣ କରି ଦେଶବାସୀଙ୍କୁ ସ୍ବାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି ସୁଦର୍ଶନ ପଟ୍ଟନାୟକଙ୍କ ସ୍ୟାଣ୍ଡ ଆର୍ଟ ସ୍କୁଲ ଛାତ୍ରଛାତ୍ରୀ ।

ବାଲୁକା କଳାରେ ଭାରତ ଜାତୀୟ ପତାକା ସମେତ ଐତିହ କୀର୍ତ୍ତିରାଜି ଓ କଳା ସଂସ୍କୃତିକୁ ସ୍ଥାନିତ କରିଥିବା ବେଳେ ଚନ୍ଦଯାନ-୩ର ସଫଳ ଯାତ୍ରାକୁ ସ୍ଥାନ ଦିଆଯାଇଛି । ବାଲୁକା କଳା ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି ।

Leave A Reply

Your email address will not be published.