ନେଦରଲାଣ୍ଡ୍‌ସ ବିପକ୍ଷରେ ମ୍ୟାଚକୁ ୧୭ ରନରେ ଜିତିଲା ଭାରତ

0

ଓଡ଼ିଆ ନ୍ୟୁଜ୍:  ଟି-୨୦ ବିଶ୍ଵକପ୍  ଇଣ୍ଡିଆ vs ନେଦରଲାଣ୍ଡ, 17 ରେ ଜିତିଲା ଭାରତ। ୨୦୨୬ର ନିଜର ଶେଷ ଲିଗ୍ ମ୍ୟାଚକୁ ରନରେ ୧୭ ଜିତିଛି ଭାରତ । ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୬ ଓ୍ଵିକେଟ୍ ହରାଇ ୧୯୩ ରନ କରିଥିଲା । ଭାରତ ଦେଇଥିବା ଟାର୍ଗେଟକୁ ନେଦରଲାଣ୍ଡସ ୭ ୱିକେଟ୍ ହରାଇ ମାତ୍ର ୧୭୬ ରନ କରିପାରିଛି। ଭାରତ ପକ୍ଷରୁ ଶିବମ ଦୁବେ ୬୬ ରନର ଧୂଆଁଧାର ଇନିଂସ ଖେଳିଥିବା ବେଳେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୩୪ ରନ ଓ ହାର୍ଦ୍ଦିକ ପାଣ୍ଡ୍ୟା ୩୦ ରନ କରିଛନ୍ତି।

Leave A Reply

Your email address will not be published.