ଜମିବାଡ଼ି ବିବାଦ, ମାଆର ଜୀବନ ନେଲା ପୁଅ
ଓଡ଼ିଆ ନ୍ୟୁଜ୍: ଜମିବାଡ଼ି ପାଇଁ ମାଆର ଜୀବନ ନେଲା ପୁଅ । ମାଆର ତଣ୍ଟିଚିପି ହତ୍ୟା କଲା ନୃଶଂସ ପୁଅ । ଗଞ୍ଜାମ ଜିଲ୍ଲା ଆସିକାରେ ଏହି ହୃଦୟବିଦାରକ ଘଟଣା ଘଟିଛି । ଜମିବାଡ଼ିକୁ କେନ୍ଦ୍ର କରି ମାକୁ ହତ୍ୟା କରିଥିବା ସୂଚନା ।…
Read More...
Read More...