Browsing Tag

bmc

ବର୍ଜ୍ୟ ପରିଚାଳନା ପାଇଁ ବିଏମ୍‌ସି ସହିତ ହାତ ମିଶାଇଲେ ଓୟୁଏଟି କର୍ତୃପକ୍ଷ, ବିଏମ୍‌ସିକୁ ଦେଲେ ୨.୫ ଏକର ଜମି

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କଠିନ ବର୍ଜ୍ୟ ବସ୍ତୁ ପରିଚାଳନା ଅଧିନୀୟମ ୨୦୧୬କୁ ଭିତିକରି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି ) ସହରକୁ ବର୍ଜ୍ୟମୁକ୍ତ କରିବା ଏବଂ ସ୍ଥାନିକ ବର୍ଜ୍ୟ ପରିଚାଳନାକୁ ଆଗେଇ ନେଇ ଏଯାବତ୍ ୩୪ ଗୋଟି…
Read More...

ଆଜିଠାରୁ ସମ୍ପୂର୍ଣ୍ଣ ବନ୍ଦ ହେଲା ଦାରୁଠେଙ୍ଗ ଡମ୍ପିଂୟାର୍ଡକୁ ବର୍ଜ୍ୟ ପରିବହନ, ଦାରୁଠେଙ୍ଗ ସରପଂଚଙ୍କୁ ଚିଠି ଲେଖି…

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବହୁ ଦିନ ପ୍ରୟାସ ପରେ ଆସିଛି ସଫଳତା । ଆଉ  ଯିବନି ଦାରୁଠେଙ୍ଗକୁ ବିଏମ୍‌ସିର ବର୍ଜ୍ୟ । ସରକାରଙ୍କର କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମକୁ ଆଧାର କରି ଭୁବନେଶ୍ୱର ମହାନଗର (ବିଏମ୍‌ସି) ନିଜ…
Read More...

ବିଏମ୍‌ସି ପକ୍ଷରୁ ଆରମ୍ଭ ହେଲା ଥ୍ରୀ ଆର୍ ଅଭିଯାନ, ବିଭିନ୍ନ ୱାର୍ଡରେ ଖୋଲିବ ଅବ୍ୟବହୃତ ଜିନିଷ ସଂଗ୍ରହ ଓ ବିତରଣ…

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଆରମ୍ଭ ହୋଇଛି ଥ୍ରୀ ଆର୍ ବା ରିଡ୍ୟୁସ୍‌, ରିୟୁଜ୍ ଓ ରିସାଇକେଲ (ଜରୟଙ୍କମର, ଜରଙ୍କଗ୍ଦର ବଦ୍ଭୟ ଜରମଚ୍ଚମକ୍ଷର) କମ ଉପଯୋଗ କରିବା, ତାର ପୁନଃ…
Read More...

ସହରାଞ୍ଚଳ ପରିମଳ ଓ ବର୍ଜ୍ୟ ପରିଚାଳନାରେ ଗୋଷ୍ଠୀ ସହଭାଗିତା ନେଇ ଆଲୋଚନା,ବସ୍ତି ଅଞ୍ଚଳରେ ୧୦୦% ମୋ ଶୌଚାଳୟ ନିର୍ମାଣ…

ଓଡିଆ ନ୍ୟୁଜ୍(ବ୍ୟୁରୋ): ପରିମଳ ଓ ବର୍ଜ୍ୟ ପରିଚାଳନା ବ୍ୟବସ୍ଥାକୁ ତ୍ଵରାନ୍ୱିତ କରି ଅର୍ବାନ୍ ଓଡ଼ିଶାର ନିର୍ଦ୍ଧାରିତ ଆଭିମୁଖ୍ୟ ପରିପୂରଣ ସମ୍ପର୍କରେ ଏକ ସମୀକ୍ଷା ତଥା ପ୍ରସ୍ତୁତି ବୈଠକ ଗୃହ ନିର୍ମାଣ ଓ ନଗର ଉନ୍ନୟନ…
Read More...

ବିଏମସିକୁ ନାଲିଆଖି ଦେଖାଇ ସରକାରୀ ଜମିରେ ବାଲି ବେପାର,ଉଚ୍ଛେଦ କରିବାକୁ ଯାଇ ଏନଫୋର୍ସମେଣ୍ଟ ସ୍କ୍ବାର୍ଡ ଫେରିଲା

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଦିନକୁ ଦିନ ରାଜଧାନୀ ଭୁବନେଶ୍ବର ଜବରଦଖଲକାରୀଙ୍କ ଲାଗି ଚରାଭୂଇଁ ପାଲଟୁଛି। ଯିଏ ଯେଉଁଠି ପାଉଛି ସେଠି ଜମି ମାଡ଼ିବସୁଛି। କିଏ କେନାଲ କଡ଼ରେ ଘର କରି ରହୁଛି ତ କିଏ କଞ୍ଜରଭେନ୍ସିଂରେ। ମୁଖ୍ୟକଥା…
Read More...

ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ଆଗୁଆ ପଦକ୍ଷେପ: ଆତଙ୍କିତ ନହୋଇ ସଚେତନ ରହିବାକୁ ରାଜଧାନୀବାସୀଙ୍କୁ…

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ସମ୍ଭାବ୍ୟ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି। ପାଣିପାଗ ବିଭାଗ ପକ୍ଷରୁ କରାଯାଇଥିବା ଆକଳନ ଅନୁଯାୟୀ ଚଳିତ ବର୍ଷ ଫେବୃଆରୀ ମାସର ମଧ୍ୟ ଭାଗରେ…
Read More...

୩ବର୍ଷ ପରେ ସ୍ୱାୟତ୍ତ ଶାସନ ଦିବସ ପାଳନ କଲା BMC, ରାଜଧାନୀବାସୀଙ୍କ ସମସ୍ୟା ପୁରଣ ଦିଗରେ ଶପଥ ନେଲେ କର୍ପୋରେଟର

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):ସ୍ୱାୟତ୍ତ ଶାସନ ଦିବସ ପାଳନ କରୁଛି ଭୁବନେଶ୍ୱର ମହାନଗର ନିଗମ। ଦୀର୍ଘ 3ବର୍ଷ ପରେ ନିର୍ବାଚିତ ଜନପ୍ରତିନିଧିଙ୍କ ଦ୍ୱାରା ଏହି ଉତ୍ସବ ପାଳନ କରାଯାଉଛି। ଆଜି ପୂର୍ବାହ୍ଣ ସାଢ଼େ 8ଟା ସମୟରେ ବିଏମସି…
Read More...

ଭୁବନେଶ୍ବରର ସଫେଇ କର୍ମଚାରୀମାନେ ଅବହେଳିତ, ବିଏମସି ଶୁଣୁନି ଦୁଃଖ

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଭୁବନେଶ୍ବର ସହରକୁ ସଫାସୁତରା ରଖିବା ପାଇଁ ମହାନଗର ନିଗମ ଅଧ୍ଵନରେ ସିଧାସଳଖ ଭାବେ ପ୍ରାୟ ୨୫୦୦ ଓ ୩ଟି ଠିକାଦାରଙ୍କ ଜରୀଆରେ ପ୍ରାୟ ୪୦୦୦ରୁ ଉର୍ଦ୍ଧ୍ବ ଦଳିତ ଶ୍ରେଣୀର ପୁରୁଷ ଓ ମହିଳା ସଫେଇ…
Read More...

BMCର “ପବ୍ଲିକ୍ ଇଂଟରଫେସ୍‌ ‘କାର୍ଯ୍ୟକ୍ରମ: ୪୫ଏବଂ ୩୦ ନମ୍ବର ଓ୍ୱାର୍ଡର ବିଭିନ୍ନ ସମସ୍ୟା ଏବଂ…

ଓଡିଆ ନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ଆରମ୍ଭ ହୋଇଥିବା "ପବ୍ଲିକ୍ ଇଂଟରଫେସ୍‌' ଏକ ପ୍ରମୁଖ ଗୋଷ୍ଠୀ ସହଭାଗୀତା କାର୍ଯ୍ୟକ୍ରମ ଭାବେ ଚାଲୁ ରହିଛି । ଏହି କ୍ରମରେ ଆଜି ୱାର୍ଡର୍ ନଂ ୪୫ଏବଂ ୩୦…
Read More...