ଖରାରେ ମଣିଷ ଶରୀରର ତାପମାତ୍ରା ବଢିଲେ ସୃଷ୍ଟି ହେଉଛି ଭୟଙ୍କର ରୋଗ ହାଇପରଥର୍ମିଆ, ସ୍ବାସ୍ଥ୍ୟ ବିଶେଷଜ୍ଞ କଲେ ସଚେତନ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ହାଇପରଥର୍ମିଆ ହେଉଛି ଶରୀରର ଅସ୍ୱାଭାବିକ ଉଚ୍ଚ ତାପମାତ୍ରାର ସ୍ତିତି | ଯେତେବେଳେ ମଣିଷ ଶରୀର ନିଷ୍କାସନ ଅପେକ୍ଷା ଅଧିକ ଉତ୍ତାପ ଶୋଷିଥାଏ କିମ୍ବା ସୃଷ୍ଟି କରେ, ହାଇପରଥର୍ମିଆ ସ୍ଥିତି ସୃଷ୍ଟି…
Read More...
Read More...