ବରଯାତ୍ରୀ ଶୋଭାଯାତ୍ରା ବେଳେ ଗୋଡ଼ାଇ ଗୋଡ଼ାଇ କାମୁଡ଼ିଲେ ମହୁମାଛି
ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଭୂଶଳ ଗାଁରେ ବରଯାତ୍ରୀ ଶୋଭାଯାତ୍ରା ବେଳେ ଗୋଡ଼ାଇ ଗୋଡ଼ାଇ ମାରିଲା ମହୁମାଛି । ମହୁମାଛି ଦଂଶନରେ ୪ଜଣ ବରଯାତ୍ରୀ ଗୁରୁତର ଓ ୮ଜଣ ଆହତ ହୋଇଥିବା ସୂଚନା ମିଳିଛି ।…
Read More...
Read More...