#Odianews ରାଜ୍ୟରୁ ଶୀତ ଗାୟବ Odia News Jan 20, 2026 0 ଓଡ଼ିଆ ନ୍ୟୁଜ୍: ରାତିରେ ଥରାଉଛି, ଦିନରେ ଜଳୁଛି।ରାତିରେ ଶୀତ କମିଥିବାବେଳେ ଦିନରେ ଖରାତାତି ବଢ଼ୁଛି । ତେବେ ଭୋର୍ ସମୟରେ ଶୀତ ଲହରି ଜାରି ରହିଥିଲେ ମଧ୍ୟ ଦିନସାରା ବସନ୍ତ ଋତୁର ପବନ ନିଆରା ଅନୁଭବ ଦେଉଛି । ଆଞ୍ଚଳିକ… Read More...
#Odianews ରାଜ୍ୟରେ ଆଜିଠୁ କମିଲା ଶୀତ, ବଢିବ ତାପମାତ୍ରା Odia News Jan 19, 2026 0 ଓଡ଼ିଆ ନ୍ୟୁଜ୍: ରାଜ୍ୟରେ କମିଲା ଶୀତ।ରାଜ୍ୟରେ ପଶ୍ଚିମାଝଡ଼ ପ୍ରଭାବରେ ବଢିବ ରାତି ତାପମାତ୍ରା। ଶୀତ, କୁହୁଡ଼ି ସାଙ୍ଗକୁ ଖରାତାତିକୁ ଅନୁଭବ କରିବେ ଲୋକେ। ଏବେ ବି ଥଣ୍ଡା ପ୍ରକୋପ ଜାରି ରହିଛି। ଜି. ଉଦୟଗିରିରେ ସର୍ବନିମ୍ନ… Read More...
#Odianews ଶୀତରୁ ମିଳିବ ତ୍ରାହି, ଆଜିଠୁ କମିବ ଶୀତ Odia News Jan 18, 2026 0 ଓଡ଼ିଆ ନ୍ୟୁଜ୍: ଶୀତରୁ ମିଳିବ ଆଶ୍ବସ୍ତି। ଆଜିଠାରୁ ରାଜ୍ୟରେ ଶୀତ କମିବା ଆରମ୍ଭ କରିବ । ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ୟ୍ୟନ୍ତ ବଢ଼ିପାରେ । ଫଳରେ ଥଣ୍ଡାର ପ୍ରକୋପ କମିବ ବୋଲି କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।… Read More...
#Odianews ପଶ୍ଚିମା ଝଡ଼ ପ୍ରଭାବ ବଢିଲା ତାପମାତ୍ରା Odia News Jan 17, 2026 0 ଓଡ଼ିଆ ନ୍ୟୁଜ୍: ଜାଡରେ ଥରୁଛି ଓଡିଶା।୨.୬ ଡିଗ୍ରୀରେ ଥରୁଛି ଜି.ଉଦୟଗିରି । କନ୍ଧମାଳ ଜିଲ୍ଲାର ଜି.ଉଦୟଗିରି ଅଞ୍ଚଳରେ ହଠାତ୍ କିଛି ଦିନ ହେଲା ପାରଦ ପୁଣି ତଳମୁହାଁ । କୋହଲା ପବନ ସାଙ୍ଗକୁ ଅସହ୍ୟ ଜାଡ ଅନୁଭୂତ ହେଉଛି ।… Read More...
#Odianews ଖସିଲା ପାରଦ, ବଢିଲା ଶୀତ Odia News Jan 16, 2026 0 ଓଡ଼ିଆ ନ୍ୟୁଜ୍: ଖସିଲା ପାରଦ, ବଢିଲା ଶୀତ। ରାଜ୍ୟର ଅଧିକାଂଶ ସ୍ଥାନରେ ଅସହ୍ୟ ଥଣ୍ଡା ଅନୁଭୂତ ହେଉଛି । ଆଜି ସକାଳ ସାଢେ ୫ଟା ସୁଦ୍ଧା, ଝାରସୁଗୁଡ଼ା ସବୁଠୁ ଥଣ୍ଡା ସହର ପାଲଟିଛି। ଝାରସୁଗୁଡ଼ାରେ ତାପମାତ୍ରା ୬.୮ ଡିଗ୍ରି… Read More...
#Odianews ପୁଣି ହାଡ ଭଙ୍ଗିବ ଜାଡ Odia News Jan 15, 2026 0 ଓଡ଼ିଆ ନ୍ୟୁଜ୍: ରାଜ୍ୟରେ ପୁଣି ହାଡ଼ଭଙ୍ଗା ଶୀତ ଅନୁଭୂତ । ଉତ୍ତର ପଶ୍ଚିମ ତଥା ଉତ୍ତର ଦିଗରୁ ଥଣ୍ଡା ଶୁଷ୍କ ବାୟୁପ୍ରବାହ ବଢ଼ିଛି । ଏହା ଆହୁରି ଶକ୍ତିଶାଳୀ ହେଉଛି। ଏହା ପ୍ରଭାବରେ ୧୭ ତାରିଖ ଯାଏ ପୂରା ରାଜ୍ୟକୁ ଥରାଇବ ଶୀତ… Read More...
#Odianews ଆହୁରି ୪ରୁ ୫ଦିନ ଯାଏ ଜାଡ଼ରୁ ମିଳିବନି ନିସ୍ତାର Odia News Jan 14, 2026 0 ଓଡ଼ିଆ ନ୍ୟୁଜ୍: ଜାଡ଼ରେ ଥରୁଛି ଓଡ଼ିଶା, ଆଗାମୀ ୪ରୁ ୫ଦିନ ଯାଏ ଜାଡ଼ରୁ ମିଳିବନି ନିସ୍ତାର । ଆଜି ପାଇଁ ୫ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି । କଟକ, ଜଗତସିଂହପୁର, ଅନୁଗୁଳ, ଝାରସୁଗୁଡ଼ା ଓ ଖୋର୍ଦ୍ଧା ଜିଲ୍ଲାରେ ଶୀତ ଲହରି… Read More...
#Odianews ରାଜ୍ୟରେ ପୁଣି ହାଡ ଭାଙ୍ଗିବ ଜାଡ Odia News Jan 13, 2026 0 ଓଡ଼ିଆ ନ୍ୟୁଜ୍: ପୁଣି ରାଜ୍ୟକୁ ଫେରିଛି ଶୀତ । ଅନେକ ସ୍ଥାନରେ ୨ରୁ ୩ ଡିଗ୍ରୀ ତାପମାତ୍ରା ହ୍ରାସ ପାଇବା ସହ ସବୁଠି ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି । ଆହୁରି ୩ ଦିନ ଯାଏ ରାଜ୍ୟରେ କୋଲ୍ଡ ୱେଭ୍ ବା ଶୀତ ଲହରୀ ଜାରି ରହିବ… Read More...
#Odianews ପୁଣି ହାଡ଼ ଭାଙ୍ଗିବ ଜାଡ଼ ! Odia News Jan 12, 2026 0 ଓଡ଼ିଆ ନ୍ୟୁଜ୍: ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟକୁ ପୁଣି ଫେରିବ ଶୀତ ଲହରୀ।ପାକିସ୍ତାନ ଓ ଆଫଗାନିସ୍ତାନ ଅଂଚଳର ମଧ୍ୟଭାଗରେ ସକ୍ରିୟ ପଶ୍ଚିମା ଝଡ଼। ପଶ୍ଚିମାଝଡ଼ର ଅପସାରଣ ପରେ ରାଜ୍ୟରେ ଥଣ୍ଡା ଶୁଷ୍କ ବାୟୁ ପ୍ରବାହ ବଢ଼ିବ।… Read More...
#Odianews ରାଜ୍ୟରୁ କମିବ ଥଣ୍ଡା! Odia News Jan 11, 2026 0 ଓଡ଼ିଆ ନ୍ୟୁଜ୍: ରାଜ୍ୟର ଅଧିକାଂଶ ସ୍ଥାନରେ ବଢିଛି ପାରଦ, କମିଲା ଥଣ୍ଡା । ମେଘାଚ୍ଛନ୍ନ ଆକାଶ ପାଇଁ ବଢିଛି ରାତି ତାପମାତ୍ରା । ଅଧିକାଂଶ ସ୍ଥାନରେ ୫ରୁ ୭ ଡିଗ୍ରୀ ଯାଏଁ ବଢିଛି ପାରଦ । ଫଳରେ ଲୋକେ ଥଣ୍ଡାରୁ ତ୍ରାହି… Read More...