Browsing Tag

Coldest city

ରାଉରକେଲା ଦେଶର ଚତୁର୍ଥ ଥଣ୍ଡା ସହର

ଓଡ଼ିଆ ନ୍ୟୁଜ୍: ଅସହ୍ୟ ଜାଡ଼ରେ ଥରୁଛି ରାଉରକେଲା ସହର। ୩.୬ ଡିଗ୍ରୀ ସହ ରାଉରକେଲା ଦେଶର ଚତୁର୍ଥ ଥଣ୍ଡା ସହର।୨.୫ ଡିଗ୍ରୀ ସହ ଉତ୍ତରାଖଣ୍ଡର ପନ୍ଥନଗର ସବୁଠୁ ଥଣ୍ଡା ସହର। ୩.୨ ଡିଗ୍ରୀ ସହ ଝାଡ଼ଖଣ୍ଡର ଡାଲଟନଗଞ୍ଜ ଦ୍ବିତୀୟ…
Read More...

୨ ସପ୍ତାହ ଯାଏଁ ଶୀତରୁ ନାହିଁ ନିସ୍ତାର

ଓଡ଼ିଆ ନ୍ୟୁଜ୍: ଆଗାମୀ ଦୁଇ ସପ୍ତାହ ଯାଏଁ ଶୀତରୁ ନାହିଁ ନିସ୍ତାର।ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସଙ୍କ ସୂଚନା। ୨୪ ସହରରେ ରାତି ତାପମାତ୍ରା ୧୦ କିମ୍ବା ତାଠୁ କମ୍‌ ଥିଲା। ଜି. ଉଦୟଗିରି ରାତି ତାପମାତ୍ରା ୨.୫ ଡିଗ୍ରୀକୁ…
Read More...

ଶିମିଳିପାଳରେ ତାପମାତ୍ରା ଶୂନ

ଓଡ଼ିଆ ନ୍ୟୁଜ୍: ଶିମିଳିପାଳରେ ତାପମାତ୍ରା ‘ଶୂନ’ ରେକର୍ଡ।ଉପରବାରକାମୁଡ଼ାରେ ‘ଶୂନ’ ତାପମାତ୍ରା ନେଇ ସୂଚନା।ଏନେଇ ଆର୍‌ସିସିଏଫ୍‌ କାର୍ଯ୍ୟାଳୟ ପକ୍ଷରୁ ସୂଚନା। ଚହଲାରେ ୨, ବରେଇପାଣି ଓ ଗୁଡୁଗୁଡ଼ିଆରେ ୫ ଡିଗ୍ରୀ। ସେହିପରି…
Read More...

ଆହୁରି ୩ରୁ ୪ ଦିନ ରାଜ୍ୟରେ ବଢ଼ିବ ଶୀତ

ଓଡ଼ିଆ ନ୍ୟୁଜ୍: କଲବଲ କରିବ ଥଣ୍ଡା, ଆହୁରି ୩ରୁ ୪ ଦିନ ରାଜ୍ୟରେ ବଢ଼ିବ ଶୀତ। ତାପମାତ୍ରା ୧ରୁ ଦେଢ଼ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବା ସମ୍ଭାବନା ରହିଛି।ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ସୂଚନା।…
Read More...

ଓହଃ….କି ଶୀତ

ଓଡ଼ିଆ ନ୍ୟୁଜ୍: ଜାଡରେ ଥରୁଛି ଓଡ଼ିଶାର କାଶ୍ମୀର କହୁଯାଉଥିବା କୋରାପୁଟ ସହର । ୨ ଦିନ ହେବ କୋରାପୁଟରେ ପାରଦ ୫ ଡିଗ୍ରୀ ତଳେ ରହୁଛି । ଦିନ ୧୧ ଟା ପର୍ଯ୍ୟନ୍ତ ଘନ କୁହୁଡ଼ି ଲାଗି ରହୁଛି । ୫୦ ମିଟର ଦୃଶ୍ୟମାନ ହେଉନି ।…
Read More...

ଥରୁଛି ଓଡିଶା, ଆହୁରି 4 ଦିନ ପାଇଁ କୁହୁଡି ଆଲର୍ଟ

ଓଡ଼ିଆ ନ୍ୟୁଜ୍: ଜାଡରେ ଥରୁଛି ଓଡିଶା।ଉତ୍ତର ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ଘନ କୁହୁଡ଼ି ଦୃଶ୍ୟମାନ ହେବ । ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ସ୍ପଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଯିବ ବୋଲି…
Read More...

ଶୀତରେ ଥରୁଛି ପୂରା ଓଡିଶା

ଓଡ଼ିଆ ନ୍ୟୁଜ୍: ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ଏହା ସାଙ୍ଗକୁ ବିଭିନ୍ନ ଜିଲାରେ ଘନ କୁହୁଡି ଯାତାୟାତରେ ସମସ୍ୟା ଉପୁଜାଉଛି। ରାଜ୍ୟରେ ମୁଖ୍ୟତଃ ପାଗ ଶୁଖିଲା ରହିବା ସହିତ ଆସନ୍ତା ୪/୫ ଦିନ ପର୍ଯ୍ୟନ୍ତ ରାତି…
Read More...

୧୦ ଡିଗ୍ରୀ ତଳେ ୭ ସହର

ଓଡ଼ିଆ ନ୍ୟୁଜ୍: ଶୀତର ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ୭ ସହର।୬.୮ ଡିଗ୍ରୀ ସହ କୋରାପୁଟ ସବୁଠୁ ଥଣ୍ଡା ସହର। ଫୁଲବାଣୀ ଓ ଦାରିଙ୍ଗବାଡ଼ ୭ ଡିଗ୍ରୀ, ରାଉରକେଲା ୮.୫ ଡିଗ୍ରୀ। ଝାରସୁଗୁଡ଼ା ଓ ନବରଙ୍ଗପୁର ୮.୬,…
Read More...

୨୪ ଯାଏ କଲବଲ କରିବ ଶୀତ

ଓଡ଼ିଆ ନ୍ୟୁଜ୍: ଶୀତରେ ଥରୁଛି ଓଡିଶା। ରାଜ୍ୟର ଥଣ୍ଡା ସହର ଭାବେ ପରିଚିତ ଉଦୟଗିରିରେ ଦୀର୍ଘ ପନ୍ଦର ଦିନ ହେବ ଶୀତର ଲହର ଜାରି ରହିଛି । ଶନିବାର ମଧ୍ୟ ରାଜ୍ୟର ସବୁଠାରୁ କମ୍‌ ତାପମାତ୍ରା ୪. ୬ ଡିଗ୍ରୀ ସେଲସିୟସ ରହିଛି।…
Read More...

୧୦ ଡିଗ୍ରୀ ତଳେ ୧୦ ସହର

ଓଡ଼ିଆ ନ୍ୟୁଜ୍: ଥରୁଛି ପୂରା ଓଡିଶା। ଆହୁରି ଦୁଇ ସପ୍ତାହ ପର୍ଯ୍ୟନ୍ତ ଶୀତ କମିବା ସମ୍ଭାବନା କମ୍ । ରାତି ତାପମାତ୍ରା ସ୍ୱାଭାବିକଠାରୁ କମ୍ ରହିବ । ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି ) ପକ୍ଷରୁ ଆଗାମୀ ଦୁଇ ସପ୍ତାହ ପାଇଁ…
Read More...