କୋଭିଡରେ ମୃତ୍ୟୁ ବରଣ କରିଥିବା ହୋମଗାର୍ଡଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ଦେଲେ ୫୦ ଲକ୍ଷ ଟଙ୍କା
ଓଡିଆ ନ୍ୟୁଜ୍(ବ୍ୟୁରୋ): କରୋନା ସମୟରେ ସଙ୍ଗରୋଧ କେନ୍ଦ୍ର ରେ ଡ୍ୟୁଟି କରି ମୃତ୍ୟୁ ବରଣ କରିଥିବା ହୋମଗାର୍ଡ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପଚାଶ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଯାହା ଫଳରେ ସମ୍ପୃକ୍ତ…
Read More...
Read More...