ରାତି ଅଧରେ ବିଲ୍ଡିଂରେ ଲାଗିଲା ନିଆଁ; ନିଆଁ ଲାଗି ଗୋଟିଏ ପରିବାରର ୪ ସଦସ୍ୟଙ୍କ ମୃତ୍ୟୁ
ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦେଶର ରାଜଧାନୀ ଦିଲ୍ଲୀରେ ଏକ ବଡ଼ ଅଘଟଣ ଘଟିଛି। ପ୍ରେମ ନଗର ଅଞ୍ଚଳରେ ଏକ ଘରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ଭୋର୍ ପ୍ରାୟ ୩ଟା ୩୦ ସମୟରେ ନିଆଁ ଲାଗିଥିଲା। ଦୁଇଟି…
Read More...
Read More...