Browsing Tag

#dhenkanala #odianews

ଶ୍ବଶୁର ଘରୁ ଫେରୁଥିବା ବେଳେ ଅଘଟଣ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନିଜ ପରିବାର ସହ ଶ୍ୱଶୁର ଘରୁ ନିଜ ଘରକୁ ଫେରୁଥିଲେ ଯୁବକ। ବାରହା ଶିକାର ପାଇଁ ବିଲରେ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଯୁବକଙ୍କ ଜୀବନ। ଏପରି ଘଟଣା ଘଟିଛି ଢେଙ୍କାନାଳ…
Read More...

ଖୋଲିଲା ରଙ୍ଗିଲା ବାବା କୈବଲ୍ୟ ଜାନିଙ୍କ ଗୁମର

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମୁହଁରେ ଦାଢ଼ି, ମୁଣ୍ଡରେ ପଗଡ଼ି। ଶରୀରରେ ଗେରୁଆ ବସ୍ତ୍ର। ହେଲେ କରୁଛନ୍ତି ଯୁବତୀଙ୍କ ସହ ରୋମାନ୍ସ। ଆପତ୍ତିଜନକ ଅବସ୍ଥାରେ ଏହି ଭଣ୍ଡ ବାବା କୈବଲ୍ୟ ଜାନିଙ୍କ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ…
Read More...

ଭାଲୁକୁ କରୁଥିଲେ ଟ୍ରାଙ୍କୁଲାଇଜ୍ ; ଚେତା ହରାଇଲେ ଫରେଷ୍ଟର

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭାଲୁକୁ ଟ୍ରାଙ୍କୁଲାଇଜ୍ କରିବା ପାଇଁ ନିଶା ଇଞ୍ଜେକସନ୍ ଦେଉଥିଲେ ଫରେଷ୍ଟେର। ଅସାବଧାନତା କାରଣରୁ ନିଜ ଦେହରେ ବାଜିଗଲା। ଚେତାଶୂନ୍ୟ ହୋଇ ତଳେ ପଡ଼ିଗଲେ ଫରେଷ୍ଟେର।ଭାଲୁ ଦୌଡି ଜଙ୍ଗଲକୁ ପଳାଇଥିବା…
Read More...

ଅବକାରୀ କାର୍ଯ୍ୟାଳୟ ପରିସରରେ ଭୟାବହ ଅଗ୍ନିକାଣ୍ଡ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଢେଙ୍କାନାଳ କାମାକ୍ଷାନଗର ଅବକାରୀ କାର୍ଯ୍ୟାଳୟ ପରିସରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି।  ନିଆଁରେ୧୦ରୁ ଅଧିକ ବାଇକ୍ ଜଳିପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିଶମ କର୍ମଚାରୀ ଦୀର୍ଘ ସମୟ ପରିଶ୍ରମ ପରେ…
Read More...

ଆଜିଠାରୁ ଯୋରନ୍ଦା ମେଳା ଆରମ୍ଭ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜିଠାରୁ ଯୋରନ୍ଦା ମେଳା ଆରମ୍ଭ । ଏଥିପାଇଁ ସଜେଇ ହୋଇଛି ଢେଙ୍କାନାଳ ଜିଲ୍ଲାର ଯୋରନ୍ଦା ମହିମା ଗାଦି ପୀଠ।  ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ୯ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ…
Read More...