ହମାସ ଏବଂ ଇସ୍ରାଏଲ ଯୁଦ୍ଧର ପଡ଼ିଲା ଯବନିକା, ଲୋକଙ୍କ ମୁହଁରେ ଫୁଟିଲା ହସ
ଓଡ଼ିଆ ନ୍ୟୁଜ୍: ଦୀର୍ଘ ୪୭୧ ଦିନ ପରେ ହମାସ ଏବଂ ଇସ୍ରାଏଲ ଯୁଦ୍ଧର ପଡ଼ିଲା ଯବନିକା। ଲୋକଙ୍କ ମୁହଁରେ ହସ ଫୁଟିଛି। କିଏ ଆଲିଙ୍ଗନ କରି ତ ଆଉ କିଏ ମୁଣ୍ଡରେ କୋଳ ରଖି, ଆତ୍ମହରା ହୋଇପଡିଛନ୍ତି । ହମାସ ଏବଂ ଇସ୍ରାଏଲ ମଧ୍ୟରେ…
Read More...
Read More...