Browsing Tag

latestnews

ଲଘୁଚାପ ପ୍ରଭାବରେ ଆସନ୍ତା ୨୦ ଯାଏ ରାଜ୍ୟରେ ଆହୁରି ବର୍ଷିବ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଲଘୁଚାପ ପ୍ରଭାବରେ ଆସନ୍ତା ୨୦ ଯାଏ ରାଜ୍ୟରେ ଆହୁରି ବର୍ଷିବ।  ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଗାଙ୍ଗେୟ ପଶ୍ଚିମବଙ୍ଗ ଉପକୂଳରେ ରହିଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରବିବାର…
Read More...

ଆଜି ଚିତଉ ଅମାବାସ୍ୟା, ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ):  ଆଜି ଚିତଉ ଅମାବାସ୍ୟା ପରିପ୍ରେକ୍ଷୀରେ ଶ୍ରାବଣ କୃଷ୍ଣ ଅମାବାସ୍ୟା ତିଥିରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଚିତାଲାଗି ନୀତି ଅନୁଷ୍ଠିତ ହେବ। ତେଣୁ ଆଜି ପ୍ରଥମ ଭୋଗ ମଣ୍ଡପ ଭୋଗ ଶେଷ ହେବା ପରେ…
Read More...

ଜି-୨୦ ସିଙ୍ଗାପୁର-ଭାରତ ହକାଥନ ୨୦୨୩ ସମାରୋହରେ କେନ୍ଦ୍ରମନ୍ତ୍ରୀ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ରବିବାର ଆଇଆଇଟି ଗାନ୍ଧିନଗରରେ ଅନୁଷ୍ଠିତ ‘ଜି-୨୦ ସିଙ୍ଗାପୁର ଭାରତ ହକାଥନ-୨୦୨୩’ର ତୃତୀୟ ସଂସ୍କରଣରେ ଯୋଗଦେଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର…
Read More...

ଫ୍ଲିପ୍‌କାର୍ଟରୁ ୩୯ ଲକ୍ଷ ଟଙ୍କା ଠକେଇର ୩ ଅଭିଯୁକ୍ତଙ୍କୁ ଧରିଲା ପୁଲିସ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଫ୍ଲିପ୍‌କାର୍ଟରୁ ୩୯ ଲକ୍ଷ ଟଙ୍କା ଠକେଇର ୩ ଅଭିଯୁକ୍ତଙ୍କୁ ଧରିଲା ପୁଲିସ। ତିନି ଜଣ ଠକ ଅଧକାରୀଙ୍କୁ ବୌଦ୍ଧ ପୁଲିସ ଗରିଫ କରିବାରେ ସଫଳ ହୋଇଛି। ଏନେଇ ଏସପି ରାଜ୍ ପ୍ରସାଦ ଏକ ସାମ୍ବାଦିକ…
Read More...

ପୁଅ ସାମ୍ନାରେ ମା’କୁ ଦଳିଦେଲା ହାତୀ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ପୁଅ ସାମ୍ନାରେ ମା’କୁ ଦଳିଦେଲା ହାତୀ  ଝରିଗାଁ ବ୍ଲକ ଜଗିପଦର ଗାଁରେ ହାତୀ ଆକ୍ରମଣରେ ଆଜି ଜଣଙ୍କର ମୃତ୍ୟୁ ହୋଇଛି  । ଏକ ଏକଉସିଆ କାର୍ଯ୍ୟ ସାରି ଥାଟବେଡ଼ା ଗାଁର ମା’- ପୁଅ ଘରକୁ ଫେରୁଥିବା…
Read More...

ସଫଳତାର ଆଉ ପାଦେ ଚନ୍ଦ୍ରଯାନ-୩, ବଦଳାଇଲା ପ୍ରଥମ କକ୍ଷପଥ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ସଫଳତାର ଆଉ ପାଦେ ଚନ୍ଦ୍ରଯାନ-୩। ପ୍ରଥମ କକ୍ଷପଥକୁ ସଫଳତାର ସହିତ ସମାପ୍ତ କରିଛି ଚନ୍ଦ୍ରଯାନ-୩ । ବର୍ତ୍ତମାନ ଏହା ୪୨,୦୦୦ କିମିରୁ ଅଧିକ ଦୀର୍ଘ କକ୍ଷପଥରେ ପୃଥିବୀକୁ ପରିକ୍ରମା କରୁଛି।…
Read More...

ପାଣ୍ଡିଆନଙ୍କ ସମ୍ବଲପୁର ଗସ୍ତ ବେଳେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ବାତିଲ ଅଭିଯୋଗ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ):ପାଣ୍ଡିଆନଙ୍କ ସମ୍ବଲପୁର ଗସ୍ତ ବେଳେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ବାତିଲ ଅଭିଯୋଗ । ସମ୍ବଲପୁରରେ ଏକ କଲେଜ ପରୀକ୍ଷା ଥିଲେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ୫-ଟି ସଚିବ ଭି. କେ. ପାଣ୍ଡିଆନଙ୍କ ସହ ବୈଠକରେ…
Read More...

କଂଗ୍ରେସକୁ ଫେରିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ!

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): କଂଗ୍ରେସକୁ ଫେରିବେ କି ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ । ଏ ନେଇ କୋରାପୁଟରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଚର୍ଚ୍ଚା ଲାଗି ରହିଛି । ଏହାକୁ ନେଇ ଦକ୍ଷିଣ ଓଡ଼ିଶା ରାଜନୀତି ଚଳଚଞ୍ଚଳ ।…
Read More...

ଇସ୍ରୋର ଚନ୍ଦ୍ରଯାନ-୩ରେ ଓଡ଼ିଆ ପୁଅ ଶୁଭାଶିଷ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଇସ୍ରୋର ଚନ୍ଦ୍ରଯାନ-୩ରେ ଓଡ଼ିଆ ପୁଅ ଶୁଭାଶିଷ  । ଭୁବନେଶ୍ୱର ସ୍ଥିତ ସିଟିଟିସି ଏହି ମିଶନ ପାଇଁ ଦୀର୍ଘ ୨ ବର୍ଷ ହେଲା ଶହେ କର୍ମଚାରୀଙ୍କୁ ନେଇ କାମ କରିଥିବା ବେଳେ ଚନ୍ଦ୍ରଯାନ ପଠାଯାଇଥିବା…
Read More...

ଓଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଓଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ବିଜ୍ଞପ୍ତି ଅନୁଯାୟୀ ମଦ ନିଗମ ପରିଚାଳନା ନିର୍ଦ୍ଦେଶକ ପ୍ରସନ୍ନ କୁମାର ଷଡ଼ଙ୍ଗୀଙ୍କୁ ରାଜଧାନୀ କ୍ଷେତ୍ରୀୟ ସହରାଞ୍ଚଳ ପରିବହନର…
Read More...