Browsing Tag

latestnews

ନନ୍ଦନକାନନ ଥାନା ସମ୍ମୁଖ ବ୍ରିଜ ତଳୁ ଅଖା ବସ୍ତା ଭିତରୁ ନବଜାତ ଶିଶୁ କନ୍ୟା ଉଦ୍ଧାର

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ନନ୍ଦନକାନନ ଥାନା ସମ୍ମୁଖ ବ୍ରିଜ ତଳୁ ଅଖା ବସ୍ତା ଭିତରୁ ନବଜାତ ଶିଶୁ କନ୍ୟା ଉଦ୍ଧାର।  ନାହି ନାଡ଼ ଲାଗିଥିବା ଜନ୍ମିତ ଶିଶୁ କନ୍ୟାକୁ ଅଖାରେ ପୁରେଇ କେହି ଫିଙ୍ଗି ଦେଇଥିବା ନେଇ ମିଳିଛି ସୂଚନା ।…
Read More...

ଗାଡ଼ି ଚେକିଂ ବେଳେ ଆରଟିଓ କର୍ମଚାରୀଙ୍କ ଉପରେ ଚଢ଼ିଗଲା ବୋଲେରୋ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆରଟିଓ କର୍ମଚାରୀଙ୍କ ଉପରେ ଚଢ଼ିଗଲା ବୋଲେରୋ । ଗାଡ଼ି ଚେକିଂ ବେଳେ ଆରଟିଓ କର୍ମଚାରୀଙ୍କ ଉପରେ ଚଢ଼ିଗଲା ବୋଲେରୋ> ଗୁରୁତର ଅବସ୍ଥାରେ ଆରଟିଓ ଅଫିସ୍ର ଟିଆଇଙ୍କ ଡ୍ରାଇଭର ଦୀପ ଟପ୍ପୋଙ୍କୁ…
Read More...

ଶିମିଳିପାଳରେ ତଲାସୀ ବେଳେ ୨ ଶିକାରୀ ଗିରଫ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଶିମିଳିପାଳରେ ତଲାସୀ ବେଳେ ୨ ଶିକାରୀ ଗିରଫ । ଏଥିସହ ୨ଟି ଦେଶୀ ବନ୍ଧୁକ, ୩ଟି ଏୟାର ଗନ୍‌ ଓ ୨ଲକ୍ଷ ୯୫ହଜାର ଟଙ୍କା ଜବତ ହୋଇଛି । ଗତ ୧୮ ତାରିଖରେ ଖୁଣ୍ଟା ଥାନା ଅନ୍ତର୍ଗତ କୁଆମରା, ସାଇଁକୁଳା ଓ…
Read More...

5 T ସ୍କୁଲର ଛାତରୁ ପ୍ଲାଷ୍ଟର ଖସି ସିଆରସିସି ଓ ଶିକ୍ଷୟିତ୍ରୀଙ୍କ ଫାଟିଲା ମୁଣ୍ଡ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): 5 T ସ୍କୁଲର ଛାତରୁ ପ୍ଲାଷ୍ଟର ଖସି ସିଆରସିସି ଓ ଶିକ୍ଷୟିତ୍ରୀଙ୍କ ଫାଟିଲା ମୁଣ୍ଡ । ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍ ତାଳଦା ପଢ଼ିଆରୀ ବିଦ୍ୟାପୀଠ ରୂପାନ୍ତରିତ କାର୍ଯ୍ୟକୁ ନେଇ ପ୍ରଶ୍ନବାଚୀ…
Read More...

କଟକର ମୁକୁଳା ଡ୍ରେନକୁ ଖସିପଡ଼ି ପୁଣି ସଫେଇ କର୍ମଚାରୀଙ୍କ ମୃତ୍ୟୁ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କଟକର ମୁକୁଳା ଡ୍ରେନକୁ ଖସିପଡ଼ି ପୁଣି ସଫେଇ କର୍ମଚାରୀଙ୍କ ମୃତ୍ୟୁ ।  ପ୍ରଶାସନର ଅବହେଳା କାରଣରୁ ଜଣକ ପରେ ଜ‌ଣଙ୍କର ମୃତ୍ୟୁ ହେଉଛି। ଏହି କ୍ରମରେ ଆଜି ପୁଣି ଜ‌ଣଙ୍କର ମୃତ୍ୟୁ ହୋଇଛି।…
Read More...

ଓଡ଼ିଆରେ ନାମ ଫଳକ ନଲେଖିବାରୁ ୧୦୯ ବ୍ୟବସାୟକୁ ନୋଟିସ୍‌

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଅଧିନିୟମ ୧୯୫୬ ଅନୁସାରେ ଓଡ଼ିଆରେ ନାମଫଳକ ନଲେଖିଲେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଅଣ୍ଟା ଭିଡ଼ିଛି ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ। ବିଭାଗ…
Read More...

ସୁରତରେ ନିର୍ମିତ ହେଲା ବିଶ୍ୱର ସର୍ବବୃହତ ଅଫିସ୍ ବିଲ୍ଡିଂ, ହୀରା ବାଣିଜ୍ୟର ପାଲଟିବ ହବ୍

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଗୁଜରାଟ ସୁରତରେ ନିର୍ମିତ ହେଲା ବିଶ୍ୱର ସର୍ବବୃହତ ଅଫିସ୍ ବିଲ୍ଡିଂ । ପୂର୍ବରୁ ବିଶ୍ୱର ସର୍ବବୃହତ ଅଫିସ୍ ବିଲ୍ଡିଂ ଆମେରିକାର ପ୍ରତିରକ୍ଷା ବିଭାଗର ମୁଖ୍ୟାଳୟ ପେଣ୍ଟାଗନ୍ ନାମରେ ଆଖ୍ୟା ରହିଛି ।…
Read More...

ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ, ୧୫ ଆହତ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ । ଭୁବନେଶ୍ବରରୁ ମୟୂରଭଂଜ ଜିଲ୍ଲା କରଂଜିଆ ଯିବା ବେଳେ ମଙ୍ଗଳବାର ସନ୍ଧ୍ୟାରେ ଏକ ଘରୋଇ ଯାତ୍ରୀବାହୀ ବସ୍‌ ଯାଜପୁର ଜିଲ୍ଲା ଯାଜପୁରରୋଡ୍‌ ଅନ୍ତର୍ଗତ ଜହ୍ନା…
Read More...

ସାତ୍ବିକ ସାଇରାଜଙ୍କ ବିଶ୍ବରେକର୍ଡ : ଘଣ୍ଟା ପ୍ରତି ୫୬୫ କିମି ବେଗରେ ମାରିଲେ ସ୍ମାଶ୍

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଦ୍ରୁତତମ ‘ସ୍ମାଶ୍’ର ବିଶ୍ବ ରେକର୍ଡ କରିଛନ୍ତି  ଭାରତର ବ୍ୟାଡମିଣ୍ଟନରେ ଷ୍ଟାର ଖେଳାଳି ସାତ୍ବିକ ସାଇରାଜ ରାଙ୍କିରେଡ୍ଡୀ । ସେ ଘଣ୍ଟାପ୍ରତି ୫୬୫ କିଲୋମିଟର ବେଗରେ ସ୍ମାଶ୍ ମାରି ଗିନିଜ୍ ୱାର୍ଲ୍ଡ…
Read More...

୧୧ ଆନ୍ତରାଜ୍ୟ ଲୁଟେରାଙ୍କୁ କାବୁକଲା କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ୱାଡ୍

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କମିଶନରେଟ୍ ପୋଲିସକୁ ବଡ଼ ସଫଳତା । ୧୧ ଆନ୍ତରାଜ୍ୟ ଲୁଟେରାଙ୍କୁ କାବୁକଲା କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ୱାଡ୍। ଏମାନେ ଦୀର୍ଘ ଦିନ ଧରି ରାତିରେ ଘରେ ପଶି କରୁଥିଲେ ଲୁଟ । ଗୋଟେ ରାତିରେ ଦୁଇରୁ…
Read More...