Browsing Tag

latestnews

ବାହାନଗା ଟ୍ରାଜେଡିରେ ୧୧୧ ଜଣ ମୃତକଙ୍କ ପରିବାରକୁ ପଠାଯାଇଛି ଶବ, ଏମ୍ସରେ ଏବେ ବି ରହିଛି ୮୨ ଶବ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବାହାନଗା ଟ୍ରାଜେଡିରେ ୧୧୧ ଜଣ ମୃତକଙ୍କ ପରିବାରକୁ ପଠାଯାଇଛି ଶବ, ଏମ୍ସରେ ଏବେ ବି ରହିଛି ୮୨ ଶବ । ଏନେଇ ଗୁରୁବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ।…
Read More...

ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସୁସ୍ବାଦୁ ଆମ୍ବ ପଠାଇଲେ ଦିଦି

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସୁସ୍ବାଦୁ ଆମ୍ବ ପଠାଇଲେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। କେନ୍ଦ୍ର ସରକାରଙ୍କ ସହିତ ବିଭିନ୍ନ କଥାରେ ମତାନ୍ତର ରହିଥିଲେ ବି ୧୨ ବର୍ଷ ହେବ…
Read More...

କଲାମ ଦ୍ୱୀପରୁ ’ଅଗ୍ନି ପ୍ରାଇମ୍’ ବାଲିଷ୍ଟିକ ମିସାଇଲର ହେଲା ସଫଳ ପରୀକ୍ଷଣ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ):ଏପିଜେ କଲାମ ଦ୍ୱୀପରୁ ଡିଆରଡିଓ ପକ୍ଷରୁ ’ଅଗ୍ନି ପ୍ରାଇମ୍’ ବାଲିଷ୍ଟିକ ମିସାଇଲର ହେଲା ସଫଳ ପରୀକ୍ଷଣ । ବିମାନରୁ ରାତିରେ ହୋଇଥିବା ପରୀକ୍ଷଣରେ ବାଲିଷ୍ଟିକ ମିସାଇଲ୍ ’ଅଗ୍ନି ପ୍ରାଇମ୍’ସମସ୍ତ…
Read More...

ଭୁବନେଶ୍ୱର ଓ କଟକରେ କାଳବୈଶାଖୀ, ଭାଙ୍ଗିଲା ଗଡ଼ ଓଡ଼ାଇଲା ଆଜବେଷ୍ଟ

ଭୁବନେଶ୍ୱର ଓ କଟକରେ କାଳବୈଶାଖୀ, ଭାଙ୍ଗିଲା ଗଡ଼ ଓଡ଼ାଇଲା ଆଜବେଷ୍ଟ। ତେବେ ଦିନ ବେଳା ଅସହ୍ୟ ଗରମ ଓ ଗୁଳୁଗୁଳିରେ ସନ୍ତୁଳି ହୋଇଥିବା ରାଜଧାନୀ ବାସୀଙ୍କୁ ଅପରାହ୍ଣରେ ଆଶ୍ୱସ୍ତି ମିଳିଛି । ଘଡ଼ଘଡ଼ି ବର୍ଷା ସହ ୩ ଜିଲ୍ଲାରେ…
Read More...

କେରଳରେ ପ୍ରବେଶ କଲା ମୌସୁମୀ ବାୟୁ, ବିଳମ୍ବରେ ଓଡ଼ିଶାକୁ ଆସିବାର ସମ୍ଭାବନା

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): କେରଳରେ ପ୍ରବେଶ କଲା ମୌସୁମୀ ବାୟୁ, ବିଳମ୍ବରେ ଓଡ଼ିଶାକୁ ଆସିବାର ସମ୍ଭାବନା । ଏନେଇ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର । ଗଣମାଧ୍ୟମକୁ…
Read More...

ଭଙ୍ଗା ଯିବ ବାହାନଗା ସ୍କୁଲରେ ମୃତଦେହ ରଖା ଯାଇଥିବା କୋଠରୀ !

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଭଙ୍ଗା ଯାଇପାରେ ବାହାନଗା ସ୍କୁଲରେ ମୃତଦେହ ରଖା ଯାଇଥିବା କୋଠରୀ । ଆଜି ବାଲେଶ୍ୱର ଜିଲ୍ଲାପାଳ ହାଇସ୍କୁଲ୍ ପରିଦର୍ଶନ ପରେ ଏ ସୂଚନା ଦେଇଛନ୍ତି । ଜିଲ୍ଲାପାଳ କହିଛନ୍ତି, ବିଦ୍ୟାଳୟ ପରିଚାଳନା…
Read More...

ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ଫଳ: ପାସ୍ ହାରରେ ବାଲେଶ୍ୱର ଆଗରେ, ନବରଙ୍ଗପୁର ସବୁଠୁ ପଛରେ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ପରୀକ୍ଷା ଫଳ। ପାସ୍ ହାରରେ ବାଲେଶ୍ୱର ଆଗରେ, ନବରଙ୍ଗପୁର ସବୁଠୁ ପଛରେ ରହିଛି । ଏଥର ଯୁକ୍ତ ଦୁଇ କଳାରେ ଛାତ୍ରଛାତ୍ରୀଙ୍କ ପାସ୍ ହାର ୭୮.୮୮ ପ୍ରତିଶତ ଥିଲାବେଳେ,…
Read More...

ରାଜସ୍ଥାନ କଂଗ୍ରେସକୁ ଲାଗିପାରେ ଝଟକା: ନୂଆ ଦଳ ଗଢିବେ ପାଇଲଟ !

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାଜସ୍ଥାନ କଂଗ୍ରେସକୁ ଲାଗିପାରେ ଝଟକା । ନୂଆ ଦଳ ଗଢିପାରନ୍ତି ପାଇଲଟ । ଗତ ସପ୍ତାହରେ ହାତ ମିଶାଇ ମନ ମିଶିଯାଇଛି ବୋଲି ସଂକେତ ଦେଇଥିଲେ । ଲାଗୁଥିଲା କଂଗ୍ରେସ ହାଇକମାଣ୍ଡଙ୍କ ହସ୍ତକ୍ଷେପ ପରେ…
Read More...

ଅରୁଣ ବୋଥ୍ରାଙ୍କୁ ‘କ୍ରୁଟ୍‌’ ଦାୟିତ୍ବ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବରିଷ୍ଠ ପ୍ରଶାସନିକ ଅଧିକାରୀ ସ୍ତରରେ ରାଜ୍ୟ ସରକାର ବୁଧବାର ଛୋଟଧରଣର ଅଦଳବଦଳ କରିଛନ୍ତି। ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କ୍ରାଇମ୍‌ବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କୁ…
Read More...

ଜୁନ୍‌ ୮ ତାରିଖ ଅପରାହ୍ଣ ୪ଟାରେ ପ୍ରକାଶ ପାଇବ +2 କଳା ଫଳ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଜୁନ୍‌ ୮ ତାରିଖ ଅପରାହ୍‌ଣ ୪ଟାରେ ପ୍ରକାଶ ପାଇବ କଳା ପରୀକ୍ଷା ଫଳ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦ୍ବାଦଶ ଶ୍ରେଣୀ(ଯୁକ୍ତ୨) ୨ କଳା ଏବଂ ଧନ୍ଦାମୂଳକ ପରୀକ୍ଷା ଫଳ ଜୁନ୍‌ ୮…
Read More...