Browsing Tag

malkangiri

ଟଳିଲେ ୧୨ ମାଓବାଦୀ, ୩ ଯବାନ ସହିଦ୍

ଓଡ଼ିଆ ନ୍ୟୁଜ୍: ଛତିଶଗଡ଼ ବିଜାପୁରରେ ବଡ଼ ଧରଣର ଏନ୍‌କାଉଣ୍ଟର।ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଟଳିଲେ ୧୨ ମାଓବାଦୀ।ଗୁଳି ବିନିମୟ ବେଳେ ୩ ଡିଆର୍‌ଜି ଯବାନ ସହିଦ, ୨ ଗୁରୁତର।ଘଟଣାସ୍ଥଳରୁ SLR, ଥ୍ରୀ ନଟ୍ ଥ୍ରୀ ବନ୍ଧୁକ…
Read More...

୩୭ ଜଣ ମାଓବାଦୀ ଆତ୍ମସମର୍ପଣ

ଓଡ଼ିଆ ନ୍ୟୁଜ୍: ୩୭ ଜଣ ମାଓବାଦୀ ଆତ୍ମସମର୍ପଣ। ଛତିଶଗଡ ଦନ୍ତେୱାଡା ପୋଲିସ ନିକଟରେ ଏଥିରେ ୧୨ ଜଣ ମହିଳା କ୍ୟାଡରର ସଦସ୍ୟ ଅଛନ୍ତି। ଯେଉଁ ବନ୍ଧୁକରେ ବହୁ ସଂଖ୍ୟାରେ ନିରୀହ ଲୋକଙ୍କର ଜୀବନ ନେଇଥିଲେ, ସେଗୁଡ଼ିକୁ ପୁଲିସ…
Read More...

୧୦ ନକ୍ସଲଙ୍କ ଆତ୍ମସମର୍ପଣ

ଓଡ଼ିଆ ନ୍ୟୁଜ୍: ମାଓ ନେତା ଚେତୁ ସମେତ ୧୦ ନକ୍ସଲଙ୍କ ଆତ୍ମସମର୍ପଣ । ଛତିଶଗଡ଼ ବସ୍ତର ଆଇଜିଙ୍କ ନିକଟରେ କଲେ ଆତ୍ମସମର୍ପଣ । ମାଓ ନେତା ଚେତୁ ନାଁରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ଥିଲା । ଅନ୍ୟ ନକ୍ସଲଙ୍କ ନାଁରେ ୪୦ ଲକ୍ଷରୁ…
Read More...

୨୮ ମାଓବାଦୀଙ୍କ ଆତ୍ମସମର୍ପଣ

ଓଡ଼ିଆ ନ୍ୟୁଜ୍: ଛତିଶଗଡରେ ପୁଣି ୨୮ ମାଓବାଦୀଙ୍କ ଆତ୍ମସମର୍ପଣ । ସେମାନଙ୍କ ମୁଣ୍ଡ ଉପରେ ଥିଲା ୮୯ ଲକ୍ଷ ଟଙ୍କାର ପୁରସ୍କାର । ନାରାୟଣପୁର ଏସପି ଓ ବସ୍ତର ଆଇଜି ପି.ସୁନ୍ଦର ରାଜଙ୍କ ସମ୍ମୁଖରେ ଏମାନେ ହତିଆର ସହ ଆତ୍ମସମର୍ପଣ…
Read More...

ମାଓବାଦୀଙ୍କୁ ଆତ୍ମସମର୍ପଣ ପାଇଁ ଭୂପତିର ଅପିଲ୍

ଓଡ଼ିଆ ନ୍ୟୁଜ୍: ଭିଡିଓ ଜାରି କରି ଅପିଲ୍ କଲା ପୂର୍ବତନ ମାଓ କମାଣ୍ଡର ଭୂପତି।ଅସ୍ତ୍ର ଛାଡ଼ି ମାଓବାଦୀଙ୍କୁ ଆତ୍ମସମର୍ପଣ କରିବାକୁ ଅପିଲ୍ କଲା ଭୂପତି।ଗତକାଲି ହିଡ୍‌ମାର ମୃତ୍ୟୁ ପରେ ଭିଡିଓ ଜାରି କଲା ଭୂପତି। ପରିବର୍ତ୍ତିତ…
Read More...

ପୁଣି ବଡ଼ ଏନ୍‌କାଉଣ୍ଟର, ୭ ମାଓବାଦୀ ନିହତ

ଓଡ଼ିଆ ନ୍ୟୁଜ୍: ମାଲକାନଗିରି ଏବଂ ଆନ୍ଧ୍ରପ୍ରଦେଶର ଆଲୁରି ସୀତା ରାମ ରାଜୁ ଜିଲ୍ଲା ସୀମାନ୍ତରେ ଆଜି ସକାଳେ ପୁଣି ଗୁଳିବିନିମୟ ଘଟିଛି। ଏଜି ଗୁଳିବିନିମୟରେ ୭ ଜଣ ନକ୍ସଲ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ଆନ୍ଧ୍ର ପୁଲିସ…
Read More...

ଏନ୍‌କାଉଣ୍ଟରରେ ଟଳିଲା ହିଡମା

ଓଡ଼ିଆ ନ୍ୟୁଜ୍: ଆନ୍ଧ୍ର ପ୍ରଦେଶରେ ସୁରକ୍ଷାକର୍ମୀଙ୍କ ବଡ଼ଧରଣର ଏନ୍‌କାଉଣ୍ଟର।ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ।ଆଲୁରି ସୀତାରାମ ରାଜୁ ଜିଲ୍ଲା ମେରେଡୁମୁଲିରେ ଗୁଳି ବିନିମୟ।ନିହତଙ୍କ ମଧ୍ୟରେ ଜଣେ ଟପ୍…
Read More...

ଗୁମ୍ଫାରୁ ବିପୁଳ ମାଓ ସାମଗ୍ରୀ ଜବତ

ଓଡ଼ିଆ ନ୍ୟୁଜ୍: ମାଲକାନଗିରି: ପୋଲିସ ଓ BSFକୁ ମିଳିଛି ଆଉ ଏକ ସଫଳତା।ଏକ ଗୁମ୍ଫାରୁ ମାଓବାଦୀ ଲୁଚାଇଥିବା ବିସ୍ଫୋରକ ଜବତ।କାଲିମେଳା ଥାନା ଦୁଲାଗୁଣ୍ଡି ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ଜବତ।ଗୋଟିଏ ବନ୍ଧୁକ, ଜୀବନ୍ତ ଗୁଳି,…
Read More...

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୩ମାଓବାଦୀ

ଓଡ଼ିଆ ନ୍ୟୁଜ୍: ସୁକୁମାରେ ଏନକାଉଣ୍ଟରରେ ୩ ମାଓବାଦୀ ନିହତ।ଚିନ୍ତାଗୁଫା ଜଙ୍ଗଲରେ ପୋଲିସ- ମାଓବାଦୀ ଗୁଳି ବିନିମୟ।ସୁରକ୍ଷାବାହିନୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି। ଚିନ୍ତାଗୁଫା ଜଙ୍ଗଲରେ ପୋଲିସ-ମାଓବାଦୀ ଗୁଳି ବିନିମୟ…
Read More...

୧୭ କୋଟିର ଗଞ୍ଜେଇ ଜବତ

ଓଡ଼ିଆ ନ୍ୟୁଜ୍: ମାଲକାନଗିରି: ୧୭ କୋଟିର ବିପୁଳ ଗଞ୍ଜେଇ ଜବତ। ୨୪ ଘଣ୍ଟା ଭିତରେ ପୃଥକ ପୃଥକ ୩ଟି ସ୍ଥାନରୁ ଜବତ।କାଲିମେଳା, ବାଲିମେଳା ଓ ଚିତ୍ରକୋଣ୍ଡାରୁ ଜବତ।ମୋଟ ୧୬ କ୍ବିଣ୍ଟାଲ ୬୦ କେଜି ଗଞ୍ଜେଇ ଜବତ ନେଇ SPଙ୍କ ସୂଚନା।…
Read More...