#Odianews ବିବାହ ମଣ୍ଡପରୁ ଗିଫ୍ଟ ଚୋରି Odia News Feb 8, 2026 0 ଓଡ଼ିଆ ନ୍ୟୁଜ୍: ଭୁବନେଶ୍ୱରରେ ବିବାହ ମଣ୍ଡପରୁ କନ୍ୟାର ଗିଫ୍ଟ ଚୋରି କରି ଚମ୍ପଟ୍।ଗିଫ୍ଟ ବ୍ୟାଗରେ ଥିବା ସାଢ଼େ ୩ ଲକ୍ଷ ଟଙ୍କା ନେଇ ଚୋର ଛୁ। ବରଯାତ୍ରୀ ବେଶରେ ଆସି ଚମ୍ପଟ୍ ମାରିଲେ, ସିସିଟିଭିରେ ରେକର୍ଡ।ନୟାପଲ୍ଲୀ… Read More...