ଚାଷୀଙ୍କ ପାଇଁ ଖୁସି ଖବର, ୬୯ ଟଙ୍କା ବଢିଲା ଫସଲ MSP
ଓଡ଼ିଆ ନ୍ୟୁଜ୍: ଚାଷୀଙ୍କ ପାଇଁ ଖୁସି ଖବର ବଢିଲା ଖରିଫ୍ ଫସଲ MSP । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (MSP) ୬୯ ଟଙ୍କା ବଢିଲା । ୨୦୨୫-୨୬ ବର୍ଷ ପାଇଁ ଆଜି ମୋଟ ୧୪ଟି ଖରିଫ୍ ଫସଲର MSP ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର ।…
Read More...
Read More...