Browsing Tag

#odianews

ବାଚସ୍ପତି ନିର୍ବାଚନ: ନାମାଙ୍କନ ଦାଖଲ କଲେ ବିକ୍ରମ କେଶରୀ ଆରୁଖ

ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍‌): ଆସନ୍ତା ୧୩ ତାରିଖରେ ଅନୁଷ୍ଠିତ ହେବ ବାଚସ୍ପତି ନିର୍ବାଚନ। ଏନେଇ ବିଜୁଜନତା ଦଳ ତରଫରୁ ନାମାଙ୍କନ ଦାଖଲ କରିଛନ୍ତି ବିକ୍ରମ କେଶରୀ ଆରୁଖ। ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ…
Read More...

କୃଷି ଓ ଶିଳ୍ପର ବିକାଶ ପାଇଁ ଗଞ୍ଜେଇ ଚାଷ ଓ ବ୍ୟବସାୟକୁ ଅନୁମତି ଦେଲେ ଥାଇଲାଣ୍ଡ ସରକାର

ବ୍ୟାଙ୍କକ୍ : କୃଷି ଓ ଶିଳ୍ପର ବିକାଶ ପାଇଁ ଗଞ୍ଜେଇ ଚାଷ ଓ ବ୍ୟବସାୟକୁ ଅନୁମତି ଦେଲେ ଥାଇଲାଣ୍ଡ ସରକାର । ଏଥି ପାଇଁ ଗଞ୍ଜେଇ ଉପରେ ଲାଗୁ କରାଯାଇଥିବା ନିଷେଧାଦେଶ ଉଠାଇଦିଆଯାଇଛି । ଏହା ଫଳରେ ଥାଇଲାଣ୍ଡରେ ଲୋକମାନେ ଗଞ୍ଜେଇ…
Read More...

କର୍ଣ୍ଣେଲ ବାଲୁ ଭାରତ ସୈନିକ ସ୍କୁଲ ନୂଆ ପ୍ରିନ୍ସିପାଲ

ଚନ୍ଦ୍ରଶେଖରପୁର(ଓଡ଼ିଆ ନ୍ୟୁଜ୍‌): ଆର୍ମି ଏଡୁକେଶନ କର୍ପ କର୍ଣ୍ଣେଲ ବାଲୁ ଭାରତ ହେଲେ ସୈନିକ ସ୍କୁଲ ଭୁବନେଶ୍ୱରର ନୂଆ ପ୍ରିନ୍ସିପାଲ। ସୈନିକ ସ୍କୁଲର ପ୍ରଶାସନିକ ଅଧିକାରୀ ଲେଫ୍ଟନାଣ୍ଟ କର୍ଣ୍ଣେଲ ଅମିତ ତିୱାରୀ କର୍ଣ୍ଣେଲ…
Read More...

ଧୋକା ଦେଲା ମୌସୁମୀ, ବିଳମ୍ବରେ ଓଡ଼ିଶା ଆସିବ

ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍‌): ଓଡିଶାକୁ ନିରାଶ କଲା ମୌସୁମୀ । ଏଥର ବିଳମ୍ୱରେ ଓଡ଼ିଶା ଛୁଇଁବ। ଏ ନେଇ ସ୍ପଷ୍ଟ କଲା ଭାରତୀୟ ପାଣିପାଗ ବିଭାଗ । ୧୩ ତାରିଖ ପର‌୍ୟ୍ୟନ୍ତ ମୌସୁମୀ ଛୁଇଁବ ନାହିଁ ଓଡିଶା । ସାଧାରଣତ ଜୁନ ୧୨ ରୁ ୧୫…
Read More...

ବାରବାଟିରେ ଟିକେଟ ପାଇଁ ବାଡ଼ାବାଡ଼ି, ପୁଲିସର ଲାଠିଚାର୍ଜ

କଟକ(ଓଡ଼ିଆ ନ୍ୟୁଜ୍‌): ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୧୨ ତାରିଖରେ ଖେଳାଯିବାକୁ ଥିବା ବେଳେ ଆଜିଠୁ ଆରମ୍ଭ ହୋଇଛି କାଉଣ୍ଟରରେ ଟିକେଟ ବିକ୍ରି । ତେବେ ଏଥି ପାଇଁ ପାଇଁ ଗତକାଲି ରାତିରୁ ଲମ୍ବା ଲାଇନ୍ ଲଗାଇଛନ୍ତି କ୍ରିକେଟ…
Read More...

ଅନ୍ତିମ ସଂସ୍କାର ପାଇଁ ସରିଥିଲା ସବୁ ବ୍ୟବସ୍ଥା, ହଠାତ୍ ଉଠି ବସିଲେ ମହିଳା

ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍‌): ଅନ୍ତିମ ସଂସ୍କାର ପାଇଁ ସରିଥିଲା ସବୁ ବ୍ୟବସ୍ଥା, ହଠାତ୍ ଉଠି ବସିଲେ ମହିଳା । ଆଶ୍ଚର୍ଯ୍ୟ ଲଙ୍କଜ୍ଞରଥିଲେ ବି କଥାଠି ସତ । ପେରୁରେ ଜଣେ ମହିଳା ନିକଟରେ ଏକ ମର୍ମନ୍ତୁଦ କାର୍ ଦୁର୍ଘଟଣାର ଶିକାର…
Read More...

ଚିତ୍ରକୁଣ୍ଡା ପୋଲିସକୁ ବଡ଼ ସଫଳତା: ଜଙ୍ଗଳରୁ ୬୪ ବସ୍ତା ଗଞ୍ଜେଇ ଜବତ ସହ ୨ ଜଣଙ୍କୁ ବାନ୍ଧିଲା

ଚିତ୍ରକୁଣ୍ଡା(ଓଡ଼ିଆ ନ୍ୟୁଜ୍‌): ମାଲକାନଗିରି ଜିଲ୍ଲା ଚିତ୍ରକୁଣ୍ଡା ଥାନା ଅନ୍ତର୍ଗତ ୧୩ନଂ ଗାଁ ଛକରୁ ୧୫୯୬ କେଜି ୩୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ନିଶାଦ୍ରବ୍ୟ ଚୋରା ଚାଲାଣାର ଖବର ପାଇ ଚିତ୍ରକୁଣ୍ଡା ପୁଲିସ୍ ଆରଏସସି…
Read More...

ଓଟିରେ ଚାଲିଥିଲା ବ୍ରେନ୍ ସର୍ଜରୀ, ହଠାତ୍ ରୋଗୀ ଗାଇବା ଆରମ୍ଭକଲେ ଗଜଲ 

ରାୟପୁର(ଓଡ଼ିଆ ନ୍ୟୁଜ୍‌): ଅପରେସନ୍ ନାଁ ଶୁଣିଲେ ଅନେକ ଭୟବିତ ହୋଇଯାଆନ୍ତି । ହେଲେ କେବେ ଶୁଣିିଛନ୍ତି କି ଅପରେସନ୍ ବେଳେ ରୋଗୀ ଗଜଲ୍ ଗାଇବାର । ହଁ ଆଜ୍ଞା କଥାଟି ସତ । ଛତିଶଗଡ଼ର ରାୟପୁର ସ୍ଥିତ ସୁୟଶ ହସ୍ପିଟାଲରରେ ଜଣେ…
Read More...

ଜୁଲାଇ ୧୮ରେ ଅନୁଷ୍ଠିତ ହେବ ରାଷ୍ଟ୍ରପତି ନିର୍ବାଚନ

ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍‌): ଆସନ୍ତା ଜୁଲାଇ ୨୪ରେ ସରୁଛି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର‌୍ୟ୍ୟକାଳ। ତେବେ ନୂଆ ରାଷ୍ଟ୍ରପତି ପାଇଁ ଆସନ୍ତା ଜୁଲାଇ ୧୮ ତାରିଖରେ ଅନୁଷ୍ଠିତ ହେବ ରାଷ୍ଟ୍ରପତି ନିର୍ବାଚନ। ଏନେଇ ଭାରତୀୟ…
Read More...

ଦୁଷ୍କର୍ମ ଅଭିଯୁକ୍ତଙ୍କୁ ପେଟ୍ରୋଲ ଢାଳି ଜାଳିଦେଲେ

ରାଂଚି(ଓଡ଼ିଆ ନ୍ୟୁଜ୍‌): ଦୁଷ୍କର୍ମ ଅଭିଯୁକ୍ତଙ୍କୁ ପ୍ରଜାକୋର୍ଟରେ ମିଳିଲା ମୃତ୍ୟୁ ଦଣ୍ଡ । ୨ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ବାନ୍ଧି ଜାଳିଦେଲେ ଗାଁ ଲୋକେ । ଏପରି ଘଟଣା ଘଟିଛି ଝାରଖଣ୍ଡ ଗୁମଲା ଜିଲ୍ଲାର ସଦର ଥାନା ଇଲାକାର…
Read More...