Browsing Tag

#odianews

ବିଧାୟକଙ୍କୁ ସମାଲୋଚନା କଲେ ସଚିବ, ନିନ୍ଦାକଲେ ପିସିସି ସଭାପତି

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଗୋପାଳପିର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ସମାଲୋଚନା କଲେ ଫାଇଭ ଟି ସଚିବ । ଏହାକୁ ନିନ୍ଦନୀୟ କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ।  ଫାଇଭ ଟି ସଚିବ ଭେ କେ ପାଣ୍ଡିଆନ ଗଂଜାମ ଗସ୍ତ ବେଳେ…
Read More...

ପୁଣି ଆସୁଛି ଲଘୁଚାର, ଉପକୂଳ ଓ ପଶ୍ଚିମ ବର୍ଷିବା ସମ୍ଭାବନା

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପୁଣି ଓଡ଼ିଶା ମୁହାଁ ହେଉଛି ଆଉ ଏକ ଲଘୁଚାପ। ଉତ୍ତର ବଙ୍ଗୋପସାଗରରେ ଆସନ୍ତା ୨ ତାରିଖରେ ଏହି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଫଳରେ ଏହାର ପ୍ରଭାବରେ ପ୍ରଭାବରେ ଉପକୂଳ ଓଡ଼ିଶା ଓ…
Read More...

ଡାକ୍ତରଖାନାରେ ଚିକିତ୍ସାଧୀନ ମହିଳା ଏସଆଇ ନିଖୋଜ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଡାକ୍ତରଖାନାରେ ଚିକିତ୍ସାଧୀନ ମହିଳା ଏସଆଇ ନିଖୋଜ। ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଏସଆଇ କାଜଲ ଭୋଇ ଚିକିତ୍ସିତ ହେଉଥିଲେ । ହେଲେ ଆଜି ଦିନ ୯ଟା ପରଠୁ ସେ ବେଡରେ ନଥିବା ଦେଖିବାକୁ…
Read More...

ମୁନ୍ ମିଶନରେ ଓଡ଼ିଆ ଝିଅ ସଞ୍ଜନା

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ମୁନ୍ ମିଶନରେ ଓଡ଼ିଆ ଝିଅ ସଞ୍ଜନା ନାୟକ।  ମହାକାଶ ବିଜ୍ଞାନୀ ସଞ୍ଜନା ନାୟକ ବାଲେଶ୍ୱର ଜିଲ୍ଲା ବେତଡ଼ା ଗାଁର ନିବାସୀ । ପ୍ରତ୍ୟେକ୍ଷରେ ନହେଲେ ବି ପରୋକ୍ଷରେ ସେ ଚନ୍ଦ୍ରଯାନ-୩ ଅଭିଯାନ ପାଇଁ କାମ…
Read More...

ଟ୍ରକ୍‌କୁ ଓଭରଟେକ୍ କରି ଚାଲିଗଲା ଦୁଇ ବାଇକ୍ ଆରୋହୀଙ୍କ ଜୀବନ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଟ୍ରକ୍‌କୁ ଓଭରଟେକ୍ କରି ଚାଲିଗଲା ଦୁଇ ବାଇକ୍ ଆରୋହୀଙ୍କ ଜୀବନ। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ମୁଣ୍ଡମରାଇ ଗାଁ ନିକଟରେ। ମୃତକ ଦୁଇ ଜଣ ହେଲେ ସୋରଡା ନୂଆଗଡ ଗାଁର ରିଙ୍କୁ ନାୟକ ଓ…
Read More...

ଠକ କାହ୍ନୁର ଗୁମର ଖୋଲିଲା ପୋଲିସ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଠକ କାହ୍ନୁ ଚରଣ ପ୍ରଧାନର ଗୁମର ଖୋଲିଲା ପୋଲିସ । ପରିଚୟ ବଦଳାଇ କାହାକୁ କେମିତି ଠକୁଥିଲା ସବୁ ରହସ୍ୟ ଉପରୁ ପରଦା ହଟିଲା । ଗିରଫ ହେବାର ୪ ଦିନ ପରେ କାହ୍ନୁ ପ୍ରଧାନର ଠକେଇ କାରନାମାକୁ …
Read More...

ସାର ପାଇଁ ଲମ୍ଵା ଲାଇନ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସାର ପାଇଁ ଲମ୍ଵା ଲାଇନ । ଆଗୁଆ ସାର ପାଇବା ପାଇଁ ସଂଘର୍ଷ କରିବାକୁ ପଡୁଛି । କେଉଁଠି ଲମ୍ଵା ଲାଇନ ତ ଆଉ କେଉଁଠି ଲ୍ୟାମ୍ସ ଆଗରେ ରାତି କାଟୁଛନ୍ତି ଚାଷୀ । ଏମିତିକି ଲାଇନରେ ଇଟା, ପଥର, ବ୍ୟାଗ,…
Read More...

ପିଲାଙ୍କ ତାସ ଖେଳକୁ ନେଇ ତୁମୁଳ କାଣ୍ଡ, ୩ ଗୁରୁତର

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ପିଲାଙ୍କ ତାସ ଖେଳକୁ ନେଇ ୨ ପରିବାର ମଧ୍ୟରେ ତୁମୁଳ କାଣ୍ଡ।କେଉଁଝର ଜିଲ୍ଲା ହାଟଡ଼ିହି ବ୍ଲକ ସୋସୋ ଥାନା ଅନ୍ତର୍ଗତ ସଢା ଗାଁରେ ପିଲାଙ୍କ ଭିତରେ ହୋଇଥିବା ତାସ ଖେଳକୁ ନେଇ ପ୍ରଥମେ ବଚସା ଓ ପରେ…
Read More...

ଯବାନଙ୍କ ପାଇଁ ସେନା ଅଫିସକୁ ରାକ୍ଷୀ ପଠାଇଲେ କଲେଜ ଛାତ୍ରୀ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଉ ଅଳ୍ପ କେଇଟା ଦିନ ପରେ ସାରା ଦେଶ ପାଳିବ ସ୍ନେହ ଓ ବନ୍ଧନର ପର୍ବ ରକ୍ଷାବନ୍ଧନ । ଭଉଣୀ ନିଜର ସୁରକ୍ଷା ପାଇଁ ଭାଇ ହାତରେ ବାନ୍ଧେ ରାକ୍ଷୀ । କିନ୍ତୁ ଯେଉଁମାନେ ଦେଶ ମାତୃକାର ଦିନରାତି ରକ୍ଷା…
Read More...

ରାୟଗଡ଼ା ଡିଏଫଓ ବିଜୟ କୁମାର ପରିଡ଼ାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାୟଗଡ଼ା ଡିଏଫଓ ବିଜୟ କୁମାର ପରିଡ଼ାଙ୍କ ରାୟଗଡା ଗାନ୍ଧିନଗର ସ୍ଥିତ ସରକାରୀ ବାସଭବନ ସମେତ ୭ଟି ସ୍ଥାନରେ ଆଜି ଭିଜିଲାନ୍ସ ଚଢ଼ାଉ ହୋଇଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଏହି…
Read More...