ବସ୍ ଚାଳକଙ୍କ ବେପରୁଆ ଗାଡି ଚାଳନା ଯୋଗୁ କାର୍କୁ ଧକ୍କା ଦେଲା ମୋ ବସ୍
ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦୁର୍ଘଟଣା ଘଟାଇଥିବା ‘ମୋ ବସ’କୁ ଅଟକ ରଖିଲେ ସ୍ଥାନୀୟ ଲୋକେ । କଟକରୁ ଭୁବନେଶ୍ୱର ଯିବା ବେଳେ ବାରଙ୍ଗ ଛକ ନିକଟରେ ଏକ ‘ମୋ ବସ୍’ କାରକୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ କାର କ୍ଷତିଗ୍ରସ୍ତ ହୋଇଛି…
Read More...
Read More...