ଆଜି ହେଉଛି ବିଶ୍ୱ ପଖାଳ ଦିବସ
ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ହେଉଛି ବିଶ୍ୱ ପଖାଳ ଦିବସ। ପଖାଳ ଗୋଟେ ଓଡ଼ିଆର ମନ ଓ ପ୍ରାଣରେ ରହେ। ଆମ ମହାପ୍ରଭୁ ଜଗନ୍ନାଥ ବି ପଖାଳ ଖାଆନ୍ତି। ରାତିରେ, ପୁଣି ଘିଅ ପକାଇ ଖାଆନ୍ତି। ଏମିତି ଖାଇବା କେଉଁଠି ଦେଖିଛନ୍ତି।…
Read More...
Read More...