ଶିମିଳିପାଳରେ ୧୮କୋଟିର ଅଫିମ ଚାଷକୁ ନଷ୍ଟ କଲା ପୋଲିସ ଏବଂ ଅବକାରୀ ବିଭାଗ
ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଶିମିଳିପାଳରେ ୧୮କୋଟିର ଅଫିମ ଚାଷକୁ ନଷ୍ଟ କଲା ପୋଲିସ ଏବଂ ଅବକାରୀ ବିଭାଗ | ଶିମିଳିପାଳ ଅଭୟାରଣ୍ୟ ଏବେ ଅଫିମ ମାଫିଆଙ୍କ କବଜା ରେ। ଶିମିଳିପାଳ ଅଭୟାରଣ୍ୟର ଏକର ଏକର ସ୍ଥାନରେ ଅଫିମ ଚାଷ ହେଉଛି।…
Read More...
Read More...