ଆଜି ହେଉଛି ପବିତ୍ର ଶ୍ରୀରାମ ନବମୀ, ଜୟ ଶ୍ରୀରାମ ନାରାରେ ପ୍ରକମ୍ପିତ ହେଉଛି ଭଦ୍ରକ ସହର
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଜି ହେଉଛି ପବିତ୍ର ଶ୍ରୀ ରାମ ନବମୀ। ଏଥିପାଇଁ ଉତ୍ସବ ମୁଖର ହୋଇ ପଡିଛି ଭଦ୍ରକ ସହର. ଗେରୁଆ ପତାକାରେ ଅଚ୍ଛାଦିତ ହୋଇ ପଡିଛି ତମାମ ସହର। ଐତିହାସିକ ଗାନ୍ଧୀ ପଡିଆ ଠାରେ ଚାଲିଥିବା ତ୍ରିଦିବାସୀୟ…
Read More...
Read More...