Browsing Tag

update news

ପୁଣି ଆରମ୍ଭ ହେଲା ଅମରନାଥ ଯାତ୍ରା: ଏପଟେ ଚାଲିଛି ସର୍ଚ୍ଚ ଅପରେଶନ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଅମରନାଥ ଯାତ୍ରାରେ ବାଧକ ସାଜିଛି ବର୍ଷା। କିଛି ଦିନ ହେବ ପ୍ରବଳ ବର୍ଷା ଯୋଗୁ ଅନେକ ସ୍ଥାନରେ ଭୂସ୍ଖଳନ ହୋଇଛି । ଯାହା ଫଲରେ ଅମରନାଥ ଯାତ୍ରା ବନ୍ଦ ରହିଥିଲା । ବଡ଼ ଧରଣର ଭୂସ୍ଖଳନ ଯୋଗୁଁ ନିଖୋଜ…
Read More...

ଶ୍ରୀଲଙ୍କା ସଙ୍କଟ: ବୁଧବାର ଇସ୍ତଫା ଦେବେ ରାଷ୍ଟ୍ରପତି ଗୋଟାବାୟା

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଶ୍ରୀଲଙ୍କାରେ ପରିସ୍ଥିତି ଦିନକୁ ଦିନ ଅଣାୟତ ହେବାକୁ ଯାଉଛି । ଏହାରି ଭିତରେ ଶ୍ରୀଲଙ୍କାର ଜନତା ରଜରାସ୍ତାରେ ଜୋରଦାର ବିକ୍ଷୋଭ କରୁଛନ୍ତି । ଶେଷରେ ରାଷ୍ଟ୍ରପତିଙ୍କୁ ଅଣ୍ଡରଗ୍ରାଉଣ୍ଡ ହେବାକୁ…
Read More...

ଖସୁନି କରୋନା ଗ୍ରାଫ୍: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୮,୨୭୫ ପଜିଟିଭ୍

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଦେଶରେ ଉପରମୁହାଁ କରୋନା ଗ୍ରାଫ୍ । ପ୍ରତ୍ୟେକ ଦିନ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଆଉ ୧୮ହଜାର ୨୫୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କୁ…
Read More...

ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ବଡ଼ ନିଷ୍ପତି: ଭାରତ ସମେତ ୫ ଦେଶର ରାଷ୍ଟ୍ରଦୂତଙ୍କୁ କଲେ ବିଦା

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଥମୁନି ଋଷ-ୟୁକ୍ରେନ୍ ଯୁଦ୍ଧ । ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ବି ଚାଲିଛି। ଏହା ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ବଡ ନିଷ୍ପତ୍ତି ନେଇଛନ୍ତି। ବିଭିନ୍ନ…
Read More...

ଆସାମରେ ବନ୍ୟା ସ୍ଥିତି ଅସମ୍ଭାଳ: ଏବେ ବି ବନ୍ୟାପାଣି ଘେରରେ ୬ ଲକ୍ଷରୁ ଅଧିକ ଲୋକ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆସାମରେ ଏବେ ବି ବନ୍ୟା ସ୍ଥିତି ଅସମ୍ଭାଳ । ଆସାମରେ ବନ୍ୟା ପରିସ୍ଥିତି ଅତି ମନ୍ଥରଗତିରେ ସୁଧୁରୁଥିବା ବେଳେ ଏବେ ବି ଗମ୍ଭୀର ପରିସ୍ଥିତି ରହିଛି। ଅନେକ ଘର ଏବେ ବି ପାଣି ଘେରରେ ରହିଥିବା ବେଳେ…
Read More...

ଅମରନାଥରେ ଫସିଛନ୍ତି ୪ ଓଡ଼ିଆ: ଚାଲିଛି ଉଦ୍ଧାର କାର୍ଯ୍ୟ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଅମରନାଥରେ ସ୍ଥିତି ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି । ଅମରନାଥରେ ବାଦଲଫଟା ବର୍ଷା ଓ ଭୂସ୍ଖଳନ ଯୋଗୁଁ ରାୟଗଡ଼ା ଜିଲାର ୪ ଜଣ ଯାତ୍ରୀ ଏବେ ବି ଫସି ରହିଛନ୍ତି । ସେମାନେ ନିରାପଦ ଅଛନ୍ତି ବୋଲି…
Read More...

ଆଦିତ୍ୟ ଠାକରେଙ୍କ ସମେତ ୫୩ ଶିବସେନା ନେତାଙ୍କୁ ନୋଟିସ୍: ଜାଣନ୍ତୁ କାହିଁକି ?

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ମହାରାଷ୍ଟ୍ରରେ ଏକନାଥ ସିନ୍ଦେ ଏବଂ ଦେବେନ୍ଦ୍ର ଫଡନାଭିସଙ୍କ ନେତୃତ୍ୱରେ ସରକାର ଗଠନ କରାଯାଇଛି, କିନ୍ତୁ ରାଜନୈତିକ ଅସ୍ଥିରତା ଜାରି ରହିଛି। ଏହି ସମୟରେ ଏକ ବଡ ଖବର ଆସୁଛି ଯେ ଆଦିତ୍ୟ ଠାକରେଙ୍କ…
Read More...

ମୋଦୀଙ୍କୁ ଶ୍ରୀଲଙ୍କା ଭଳି ପରିସ୍ଥିତିର ସାମ୍ନା କରିବାକୁ ପଡ଼ିବ: ଟିଏମସି ବିଧାୟକ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆର୍ଥିକ ସଙ୍କଟ ମଧ୍ୟରେ ଶ୍ରୀଲଙ୍କାରେ ପୁଣି ହିଂସା ପ୍ରଦର୍ଶନ ଆରମ୍ଭ ହୋଇଛି। ପରିସ୍ଥିତି ହେଉଛି ରାଷ୍ଟ୍ରପତିଙ୍କୁ ଅଣ୍ଡରଗ୍ରାଉଣ୍ଡ କରିବାକୁ ପଡିଛି ଏବଂ ବିକ୍ଷୋଭକାରୀମାନେ ତାଙ୍କ ବାସଭବନକୁ ଦଖଲ…
Read More...

‘ମୋ ସରକାର କାର୍ଯ୍ୟକାଳ ପୁରା କରିବ’: ଏକନାଥ ସିନ୍ଦେ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଶନିବାର ଦିନ ତାଙ୍କ କାର୍ୟ୍ୟକାଳ ପୂରଣ କରିବା ସହ ଭାରତୀୟ ଜନତା ପାର୍ଟି (ବିଜେପି) ସହିତ ମିଳିତ ନିର୍ବାଚନରେ ଜିତିବା ନେଇ ଆତ୍ମବିଶ୍ୱାସ ପ୍ରକାଶ…
Read More...

ଦେଶ ଛାଡ଼ି ପଳାଇଲେ ଶ୍ରୀଲଙ୍କା ରାଷ୍ଟ୍ରପତି

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ସାଙ୍କୁ ତାଙ୍କ ବାସଭବନ ଛାଡି ପଳାଇଥିବା ଖବର ଆସୁଛି। ଖବର ଅନୁଯାୟୀ ଶନିବାର ବହୁ ସଂଖ୍ୟାରେ ବିକ୍ଷୋଭକାରୀ ତାଙ୍କ ବାସଭବନକୁ ଘେରି ରହିଥିଲେ। ଏହି…
Read More...