Browsing Tag

update news

ଚୀନର ନୂଆ ନିୟମ: ପ୍ରତିଦିନ ସର୍ବାଧିକ ୨ ଘଣ୍ଟା ସ୍ମାର୍ଟଫୋନ୍ ବ୍ୟବହାର କରିପାରିବେ ପିଲା

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ପୁଣି ଏକ ନୂଆ ଆଇନ ପ୍ରଣୟନ କରି ଚର୍ଚ୍ଚାରେ ଚୀନ୍ । ଚୀନ୍‌ର ଇଣ୍ଟରନେଟ୍‌ ୱାଚ୍‌ଡଗ୍ ପିଲାଙ୍କ ସ୍ମାର୍ଟଫୋନ୍ ବ୍ୟବହାରକୁ ସୀମିତ କରିବା ପାଇଁ ଏକ ନୀତି ପ୍ରଣୟନ କରିଛି। ସୋସିଆଲ ମିଡ଼ିଆ ଓ…
Read More...

ପାହାଡ ତଳକୁ ଖସିପଡ଼ିଲା ବସ୍: ୧୮ଜଣଙ୍କ ମୃତ୍ୟୁ ସୂଚନା

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ମେକ୍ସିକୋରେ ସକାଳୁ ସକାଳୁ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଖବର ଆସି ପହଞ୍ଚିଛି । ଗୋଟାଏ ଯାତ୍ରୀବାହୀ ବସ୍‌ ପାହାଡ଼ୀ ନଈକୁ ଖସିପଡ଼ିବାରୁ ଅନ୍ୟୂନ ୧୮ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା କଥା…
Read More...

ଚନ୍ଦ୍ରର ନିକଟତର ହେଉଛି ଚନ୍ଦ୍ରଯାନ-୩

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ସଫଳ ହେଉଛି ଚନ୍ଦ୍ରଯାନ-୩ ମିଶନ । ଧିରେ ଧିରେ ଚନ୍ଦ୍ର ଅଭିମୁଖେ ଯାଉଛି ଚନ୍ଦ୍ରଯାନ-୩ । ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ)ର ଉଚ୍ଚାଭିଳାଷୀ ଚନ୍ଦ୍ର ମିସନ ଚନ୍ଦ୍ରଯାନ-୩ ପୃଥିବୀର…
Read More...

ପୁଣି ମଣିପୁରରେ ସଂଘର୍ଷ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ମଣିପୁରରେ ହିଂସା ଦିନକୁ ଦିନ ବଢିବାରେ ଲାଗିଛି । ଯେତେ ଚେଷ୍ଟା କଲେ ବି ମଣିପୁରରେ ହିଂସା ଥମିବାର ନାଁ ନେଉନାହିଁ । ଏହାରି ଭିତରେ ମଣିପୁରର ବିଷ୍ଣୁପୁରରେ ଗୁରୁବାର ସାନି ସଂଘର୍ଷ ଘଟିଛି।…
Read More...

ମଧ୍ୟପ୍ରଦେଶ ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ମଧ୍ୟପ୍ରଦେଶ ଗସ୍ତରେ ଅଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ସେ ରାଜଧାନୀ ଭୋପାଳରେ ପହଞ୍ଚିଛନ୍ତି । ସେ ସେଠାରେ ରବିନ୍ଦ୍ର ଭବନରେ ଉତ୍କର୍ଷ-ଉନ୍ମେଷ କାର୍ୟ୍ୟକ୍ରମର ଶୁଭାରମ୍ଭ କରିବେ।…
Read More...

ବର୍ଷା ଓ ବନ୍ୟା ସଡ଼କର କିଛି କରିପାରିବନି: ନୀତିନ ଗଡ଼କରୀ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବର୍ଷା ହେଲେ ରାସ୍ତାର ଅବସ୍ଥା କେମିତି ହୁଏ, ତାହା ସମସ୍ତଙ୍କୁ ଜଣା । କେଉଁଠି ରାସ୍ତା ଧୋଇଯାଏ ତ ଆଉ କେଉଁଠି ଗାତ ହୋଇଯାଏ । ସେ ମହାନଗର ହେଉ କି ଛୋଟ ସହର । ହେଲେ ଏହି ସବୁ ଅସୁବିଧାରୁ ମୁକ୍ତ…
Read More...

ପୁଣି ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ପୁଣି ଚର୍ଚ୍ଚାରେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ । ସମାଜବାଦୀ ପାର୍ଟି ନେତା ସ୍ବାମୀ ପ୍ରସାଦ ମୌର୍ୟ୍ୟ ବଦ୍ରିନାଥ ଧାମ ମନ୍ଦିରକୁ ନେଇ ଦେଇଥିବା ବୟାନ ଏବେ ବିବାଦ ଘେରକୁ ଚାଲି ଆସିଛି। ଭାଜପା ପରେ…
Read More...

ଜୁଲାଇ ୩୧ ପର୍ଯ୍ୟନ୍ତ ଆକାଶରେ ଉଡ଼ିପାରିବନି ଗୋ ଫାଷ୍ଟ ବିମାନ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆପଣ ବିମାନରେ ଯାତ୍ରା କରିବାକୁ ଚାହୁଁଛନ୍ତି କି? ତାହେଲେ ଆପଣଙ୍କ ପାଇଁ ଏହି ଖବର ଗୁରୁତ୍ୱପୂର୍ଣ୍ଣ । ଗୋ ଫାଷ୍ଟର ସମସ୍ତ ଉଡାଣକୁ ୩୧ ଜୁଲାଇ ପର୍ୟ୍ୟନ୍ତ ବାତିଲ କରାଯାଇଛି। ଯାତ୍ରୀଙ୍କୁ…
Read More...

ମଧ୍ୟପ୍ରଦେଶରେ କଂଗ୍ରେସ ଉପରେ ବର୍ଷିଲେ ଶାହା

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ମଧ୍ୟପ୍ରଦେଶରେ ନିର୍ବାଚନ ପାଖେଇ ଆସୁଥିବାରୁ ରାଜନୈତିକ ମୈଦାନ ସରଗରମ ହେବାରେ ଲାଗିଛି । ଏହାରି ଭିତରେ ରବିବାର ଭାଜପା ତାର ପ୍ରଚାର ଆରମ୍ଭ କରିଛି। ଇନ୍ଦୋରରେ ଅନୁଷ୍ଠିତ ଏକ ସମ୍ମିଳନୀରେ କେନ୍ଦ୍ର…
Read More...

ଆସନ୍ତାବର୍ଷ ବିଦେଶରେ ଖେଳାଯାଇପାରେ ଆଇପିଏଲ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆଇପିଏଲକୁ ନେଇ ଆସିଛି ଏକ ବଡ଼ ଖବର । ଆସନ୍ତାବର୍ଷ ବିଦେଶରେ ଖେଳାଯାଇପାରେ ଏହି କ୍ରିକେଟ୍ ଲିଗ୍ । ଆସନ୍ତାବର୍ଷ ଅର୍ଥାତ ୨୦୨୪ରେ ଲୋକସଭା ନିର୍ବାଚନ ଦେଖିବ ଭାରତ । ତେଣୁ ଏହି କାରଣରୁ ଆଇପିଏଲ୍…
Read More...