ରାଜ୍ୟରେ ପୁଣି ବଢ଼ିଲା ଶୀତର ପ୍ରକୋପ
ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜ୍ୟରେ ପୁଣି ବଢ଼ିଲା ଶୀତର ପ୍ରକୋପ । ପ୍ରବଳ ଜାଡ଼ରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି । ରବିବାର ୧୦ ସହରର ରାତି ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ସବୁଠୁ ଥଣ୍ଡା ସୁନ୍ଦରଗଡ଼ରୁ କିରେଇ ରହିଛି ।…
Read More...
Read More...