ଦେଶରେ ଅତି କ୍ଷୀପ୍ର ଗତିରେ କମିଛି ଦାରିଦ୍ର୍ୟତା
ଓଡ଼ିଆ ନ୍ୟୁଜ୍: ଦେଶରେ କମୁଛି ଦାରିଦ୍ର୍ୟତା । ଭାରତରେ ୨୦୨୦-୨୨ ବର୍ଷରେ ଦାରିଦ୍ର୍ୟ ହାର ୫.୩ ପ୍ରତିଶତକୁ କମିଛି । ଦାରିଦ୍ର୍ୟ ହାରକୁ ନେଇ ବିଶ୍ୱ ବ୍ୟାଙ୍କ ଏକ ରିପୋର୍ଟ ପ୍ରକାଶ କରିଛି । ଏହି ରିପୋର୍ଟ ଅନୁଯାୟୀ ଦେଶରେ…
Read More...
Read More...