ମଙ୍କିପକ୍ସକୁ ନେଇ କେନ୍ଦ୍ର ଜାରି କଲା ଗାଇଡଲାଇନ୍

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ମଙ୍କିପକ୍ସକୁ ନେଇ ସବୁଠି କୋକୁଆ ଭୟ । ଅଜଣା ରୋଗକୁ ନେଇ ସବୁଆଡେ ଚିନ୍ତା । ମଙ୍କିପକ୍ସର ପରିଚାଳନା ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରାଜ୍ୟମାନଙ୍କୁ ନିର୍ଦ୍ଦେଶାବଳୀ ଜାରି କରିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ଆଜି ପର୍ୟ୍ୟନ୍ତ ଭାରତରେ ମଙ୍କିପକ୍ସର କୌଣସି ମାମଲା ହୋଇନାହିଁ।

ନିର୍ଦ୍ଦେଶାବଳୀ ଅନୁଯାୟୀ, ଇଣ୍ଟିଗ୍ରେଟେଡ୍ ରୋଗ ସର୍ଭିଲାନ୍ସ ପ୍ରୋଗ୍ରାମ ନେଟୱାର୍କ ମାଧ୍ୟମରେ ନମୁନା ଏନଆଇଭି ପୁଣେକୁ ପଠାଯିବ । ଏଥିସହ, ରୋଗୀର ଶେଷ ସଂସ୍ପର୍ଶରେ ଆସିବା ପରେ କିମ୍ବା ସଂକ୍ରମିତ ଅବସ୍ଥାରେ ସେମାନଙ୍କ ଦୂଷିତ ପଦାର୍ଥର ୨୧ ଦିନ ପରେ ମନିଟରିଂ କରାଯିବା ଉଚିତ୍ ।

Leave A Reply

Your email address will not be published.