ବିଶ୍ୱର ସବୁଠୁ ବୟସ୍କ ବ୍ୟକ୍ତିଙ୍କ ପରଲୋକ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଚାଲିଗଲେ ବିଶ୍ୱର ସବୁଠୁ ବୟସ୍କ ବ୍ୟକ୍ତି । ବିଶ୍ୱର ସବୁଠାରୁ ବ୍ୟୟସ୍କ ବ୍ୟକ୍ତି ଭାବେ ଜଣାଶୁଣା ବ୍ରାଜିଲର ଜୋସ ପୌଲିନୋ ଗୋମ୍ସଙ୍କ ମୃତ୍ୟୁ ହୋଇଛି । ମୁତ୍ୟୃ ବେଳକୁ ତାଙ୍କୁ ୧୨୭ବର୍ଷ ହୋଇଥିଲା । ଗତ ଜୁଲାଇ ୨୮ ତାରିଖ ଶୁକ୍ରବାର ଦିନ ସେ ମୃତ୍ୟୁ ବରଣ କରିଛନ୍ତି ।

ପୌଲିନୋ ୧୮୯୫ ମସିହା ଅଗଷ୍ଟ ୪ରେ ଜନ୍ମ ଗ୍ରହଣ କରିଥିଲେ । ସେ ୧୯୧୭ରେ ବିବାହ କରିଥିଲେ । ତାଙ୍କର ୭ ସନ୍ତାନ, ୨୫ ନାତି ନାତୁଣୀ, ୪୨ ଅଣନାତି ନାତୁଣୀ ଓ ୧୧ ପଣନାତି ଅଛନ୍ତି । ସୂଚନାଯୋଗ୍ୟ ଜାଙ୍କର ଜନ୍ମ ଦିନର ୭ଦିନ ପ୍ୱର୍ବରୁ ସେ ପ୍ରାଣ ହରାଇଛନ୍ତି ।

Leave A Reply

Your email address will not be published.